ବିଜୁ ବନ୍ଧୁମିଳନ କମିଟି ତରଫରୁ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ଦିବସ
ପ୍ରବାଦ ପୁରୁଷ ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ଦିବସ ଅବସରରେ ସକାଳ ପ୍ରାୟ ୭.୩୦ ଘଣ୍ଟା ସମୟରେ ଉତ୍କଳ ଛକ ନିକଟସ୍ଥ ଶ୍ରୀ ଶ୍ରୀ ଶ୍ରୀ ପାତାଳେଶ୍ଵର ମନ୍ଦିରରେ ବିଜୁ ବନ୍ଧୁମିଳନ କମିଟି ତରଫରୁ ଦୀପ ପ୍ରଜ୍ୱଳନ କରି ଦେଶୀବେହେରା ସାହିସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ…