ଫସଲ ଧୋଇ ନେଲା ପେଥାଇ,ଉଜାଡ଼ିଲା ଚାଷ ,ଚିନ୍ତାରେ ଚାଷୀ
ରେଢ଼ାଖୋଲ ରୁ ଯଶୋବନ୍ତ ନାରାୟଣ ସାହୁ
ରେଢ଼ାଖୋଲ ଉପଖଣ୍ଡରେ ଲଘୁଚାପଜନିତ ବର୍ଷା ଓ ପ୍ରତିକୂଳ ପାଗ ଯୋଗୁଁ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି l ଦୁଇଦିନ କ୍ରମାଗତ ବର୍ଷା ହେବାରୁ ଉପଖଣ୍ଡରେ ବିଳମ୍ବ କିସମ ଅମଳଯୋଗ୍ୟ ଧାନ ବହୁଭାବରେ କ୍ଷତି ହୋଇଛି l ଧାନ କାଟାଯାଇ ଜମିରେ ଧାନ ପେଟା ପଡ଼ିଥିବା…