କରାମାଲରେ ଦେଶୀ ବିହନ ପରବ ୨୦୧୮
ପଦ୍ମପୁର/ନିଳ ଦୀପ-ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କରାମାଲ ଅହିଂସା କ୍ଲବ ଆନୁକୁଲ୍ୟରେ ‘ଦେଶୀ ବିହନ ପରବ ୨୦୧୮’ ଅଵୁସ୍ଥିତ ହୋଇ ଯାଇଅଛି । ଉକ୍ତ ଉତ୍ସବକୁ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ ତଥା ଲୋକ କବି ପଦ୍ମଶ୍ରୀ ହଳଧର ନାଗ ଯୋଗଦେଇ ହେଉଥିବା ଏହି ଆୟୋଜନ କୁ ଉଦଘାଟନ କରିଥିଲେ ।…