ସୁଶାନ୍ତ ସିଂହ : ମାଟିର ଚାହେତା, ପାର୍ଟିର ଆସେଟ
ଦ୍ଵିତୀୟ ଥର ପାଇଁ କ୍ୟାବିନେଟ ମନ୍ତ୍ରୀ, ହାତରେ ଗ୍ରାମ୍ୟ ଉନ୍ନୟନ ଭଳି ଗୁରୁତ୍ୱପୂର୍ଣ ବିଭାଗ
ସୋହେଲା (ଶାସକ ପ୍ରଶାସକ): ଜଣେ ଡ୍ରାଇଭରଙ୍କ ପୁଅ, ପରିବାରର ଆର୍ଥିକ ସ୍ଥିତି ବି ସେତେ ସ୍ୱଚ୍ଛଳ ନୁହେଁ | ସାଧାରଣ ମଣିଷ ଭଳି ସଂସାର ବୋଝ | ହେଲେ ତା ଭିତରେ ଲୋକଙ୍କ ସେବା କରିବାର ପ୍ରବଳ…