ପାଳନ ହେଉଛି ପରିବେଶ ଦିବସ : ୨୧ନଂ ରାଜ୍ୟ ରାଜପଥରେ ୪ବର୍ଷ ହେଲା ଲାଗିଲାନି ଗଛଟିଏ
ଓଡ଼ଗାଁ : ସାରା ବିଶ୍ୱ ପରିବେଶ ଦିବସ ପାଳନ କରୁଥିବା ବେଳେ ଏହା ସତ ନା ନାମମାତ୍ର ବୋଲି ସାଧାରଣରେ ଭ୍ରମ ସୃଷ୍ଟି କରୁଛି। ବୃକ୍ଷରୋପଣ କେବଳ କାଗଜ କଲମ ମଧ୍ୟରେ ସିମିତ ରହିଥରବାରୁ ସମଘ୍ର ଜୀବସତ୍ତା ଆଜି ବିପନ୍ନ । ରୁତୁଚକ୍ରରେ ପରିବର୍ତନ ବର୍ତ୍ତମାନ ସମୟର ଆହ୍ୱାନ । କଂକ୍ରିଟ ଦାନବର…