ଅନଲାଇନ ରେଜିଷ୍ଟ୍ରେସନ ବିରୁଦ୍ଧରେ ଭଦ୍ରକ ମୋହରିର ସଂଘର ଆନ୍ଦୋଳନ
ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ) ସରକାରଙ୍କ ଜଦ୍ୱାରା ଅନ୍ଲାଇନ ରେଜିଷ୍ଟ୍ରସନ ପ୍ରକ୍ରିୟାକୁ ଘୋର ବିରୋଧ କରି ସମଗ୍ର ରାଜ୍ୟରେ ମୋହରିର ମାନେ ବିରୋଧ କରିଥିବା ବେଳେ ଭଦ୍ରକରେ ମଧ୍ୟ ଦିନ ତମାମ୍ ଆନ୍ଦୋଳନ ଜାରି ରହିଥିଲା । ଭଦ୍ରକ ଜିଲ୍ଲା ନିବନ୍ଧନ କାର୍ଯ୍ୟାଳୟ ସମ୍ମୁଖରେ ତାଲା ପକାଇ ଜିଲ୍ଲା…