ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତ ଗିରଫ
ବାରିପଦା(ଦିଲ୍ଲୀପ ମହାନ୍ତି )- ଗତ ବୁଧବାର ବାରିପଦା ସଦର ଥାନା ଅନ୍ତର୍ଗତ ଜ୍ୟୋତିପୁର ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ପୁଲିସ ଏକ ଶବକୁ ଉଦ୍ଧାର କରିବାପରେ ଶବଟି କୁଳିଅଣା ଥାନା ଅଧୀନରେ ଥିବା ଭାଲୁକି ଗ୍ରାମର ରତ୍ନାକର ବିନ୍ଧାଣୀଙ୍କ ପୁଅ ଶୁକଦେବ ବିନ୍ଧାଣୀ(୨୨) ବୋଲି ଚିହ୍ନଟ ହୋଇଥିଲା ।…