ଅଚାନକ ପଂଚାୟତ କାର୍ଯ୍ୟାଳୟରେ ପଶି ଖାତା ଯାଞ୍ଚ କଲେ ବିଧାୟକ ଜାକବ
ଲୋକଙ୍କୁ ଭେଟିଲେ, ଅଭିଯୋଗ ପାଇବା ପରେ କର୍ମଚାରୀଙ୍କୁ ତାଗିଦ କଲେ
ଘୁ ଉଦୟଗିରି/ ଗଗନ କୁମାର ପ୍ରଧାନ : ଘୁ ଉଦୟଗିରି ବିଧାୟକ ଜାକବ ପ୍ରଧାନ ୭ ତାରିଖରେ ଘୁ ଉଦୟଗିରି ବ୍ଲକର ତୋଲରୀମାହା ଗ୍ରାମ ପଞ୍ଚଯାତର ବିଭିନ୍ନ ଅଂଚଳ ବୁଲି ଜନସାଧାରଣଙ୍କ ସମସ୍ୟା ଅନୁଧ୍ୟାନ କରିଛନ୍ତି | ଏହି ସମୟରେ…