“ଆରୋପି ଘନଶ୍ୟାମ ଖମାରୀଙ୍କୁ ଗିରଫ କରାଯାଉ” 

ବଲାଙ୍ଗିର(ନିରୋଜ ମିଶ୍ର) -  ଆରୋପି ଘନଶ୍ୟାମ ଖମାରୀଙ୍କୁ ଗିରଫ କରାଯିବା ଦାବି କରିବା ପାଇଁ  ଭିଲେଜର୍ସ ଇଣ୍ଡିଆପାର୍ଟି, ଆଦିବାସୀ ଅଧିକାର ମହାସଂଘ/ ଆଦିବାସୀ/ ଦଳିତ/ ପଛୁଆ ବର୍ଗ ଓ ସଂଖ୍ୟାଲଘୁ ଏକତା ପରିଷଦ/ ପଶ୍ଚିମ ଓଡିଶା ଲକ୍ଷେ ଘର ଗଣ୍ଡା ସମାଜ ବିକାଶ ମହାସଂଘ/ପ୍ରାଉଟିଷ୍ଟ ବ୍ଲକ ଅଫ୍…

ଦିଶାହୀନ ପି. ଏମ. ଜି. ଦିସା  !!!

ବଲାଙ୍ଗୀର/ ନିରୋଜ ମିଶ୍ର : ରକ୍ଷକ ଜଦି ଭକ୍ଷକ ହୁଏ ତେବେ ଲୋକେ କାହାକୁ ବିଶ୍ୱାସ କରିବେ । ବଲାଙ୍ଗୀର ଜିଲ୍ଲାରେ ପି. ଏମ. ଜି. ଦିସା ନାରେ ଲୋକଙ୍କ ଠାରୁ ଲୁଟୁଛନ୍ତି  କମନ ସର୍ଭିସ୍ ସେଣ୍ଟର ର ଭି.ଏଲ. ଇ ! ଭାରତର ପ୍ରଧାନମନ୍ତ୍ରୀ ସ୍କିଲ ଡେଭଲପମେଣ୍ଟ ପ୍ରୋଗ୍ରାମ ମାଧ୍ୟମରେ  ପ୍ରତ୍ୟେକ…

ସରକାରୀ ଚାକିରୀରେ ମ୍ୟାଚ୍ ଫିକ୍ସିଂ କରିଛନ୍ତି ସରକାର, ଚାକିରୀ ଆଶାୟୀଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି ସରକାର

ଭୁବନେଶ୍ୱର – ସରକାରୀ ଚାକିରୀକୁ ନେଇ ଓଡିଶା ସରକାରଙ୍କର ପ୍ରୀୟା, ପ୍ରୀତି, ତୋଷଣ ନୀତିକୁ ସମାଲୋଚନା କରିଛି କଂଗ୍ରେସ । ଆଜିର ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ଶ୍ରୀ ସତ୍ୟପ୍ରକାଶ ନାୟକ ସରକାରୀ ଚାକିରୀକୁ ନେଇ ଓଡିଶା ସରକାର ରାଜ୍ୟର ଲକ୍ଷ ଲକ୍ଷ ଶିକ୍ଷିତ…

ଓଡିଶା ପୋଲିସର  ପ୍ରଥମ ମହିଳା କବାଡି ଟିମ ଗଠିତ

ଓଡିଶା ପୋଲିସର ପ୍ରଥମ କବାଡି ଟିମ ଗଠିତ  ପ୍ରଥମ ଥର ପାଇଁ ଗଠନକରାଯାଇଅଛି |  ଏହି ଦଳ ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହେବାକୁଥିବା ବରିଷ୍ଠ ବିଭାଗ ଆନ୍ତଃ ଜିଲ୍ଲା କବାଡି ପ୍ରତିଯୋଗୀତାରେ  ଅଂଶ ଗ୍ରହଣ୍ କରିବ | ଏହି ନୂତନ ଭାବେ  ଗଠିତ ଦଳ ସବ୍ଇନିିସ୍ପେକ୍ଟର  ରଶ୍ମିତା ବେହେରା ଜଣେ…

ସାଧାରଣ ତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ

ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ :ଉପଖଣ୍ଡସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳନ ପାଇଁ ଗୁରୁବାର ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଉପଜିଲ୍ଲାପାଳ ବିଶି କେସନ ଦେହୁରୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକ…

ଜିଲ୍ଲା ପୋଲିସର ଜନସମ୍ପର୍କ ଶିବିର

ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ:ସମ୍ବଲପୁର ଜିଲ୍ଲା ପୋଲିସ ଆନୁକୁଲ୍ୟରେ ରେଢ଼ଖୋଲ ଥାନା ଛତ୍ରପୁର ଗ୍ରାମଠାରେ ଗୁରୁବାର ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି l ସମ୍ବଲପୁର ଏସପି ସଞ୍ଜିବ ଆରୋରା ,ରେଢ଼ାଖୋଲ ଡ଼ିଏଫଓ ସଂଗ୍ରାମ କେଶରୀ ବେହେରା ଡେପୁଟି କମାଣ୍ଡାଣ୍ଟ ବୁଦ୍ଧ…

କଦଳୀଗଡ଼ରେ ସୁନ୍ଦରା କାଣ୍ଡ ପାରାୟଣ ଉଦଯାପିତ

ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ: ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ କଦଳୀ ଗଡ଼ ଗ୍ରାମରେ ସୁନ୍ଦରା କାଣ୍ଡ ପାରାୟଣ ମହା ସମାରୋହରେ ପାଳିତ ହୋଇଯାଇଛି I ଉକ୍ତ ସୁନ୍ଦରା କାଣ୍ଡ ପାରାୟଣ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଭକ୍ତ ମାନେ ଉପସ୍ଥିତ ହୋଇ ମର୍ଯ୍ୟାଦା ପୁରୁଷ ଶ୍ରୀ ରାମ ଭଗବାନ ଙ୍କର…

ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ପ୍ରସଙ୍ଗ : ଦେବେଗୌଡ଼ା ଦେଲେ ସମର୍ଥନର ପ୍ରତିଶ୍ରୁତି 

ଭୁବନେଶ୍ୱର : ବିଜେଡିର ପ୍ରତିନିଧି ଦଳ ଆଜି ଜନତା ଦଳ (ଏସ୍‍)ସଭାପତିଙ୍କୁ ଭେଟିଥିଲେ । ବିଜେଡି ତରଫରୁ ସାଂସଦ ଶ୍ରୀ ନଗେନ୍ଦ୍ର ପ୍ରଧାନ ଏବଂ ଶ୍ରୀ ରବୀନ୍ଦ୍ର କୁମାର ଜେନା ଜନତା ଦଳ (ଏସ୍‍) ସଭାପତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଏଚ୍‍.ଡି. ଦେବେଗୌଡ଼ାଙ୍କୁ ବେଙ୍ଗାଲୁରୁସ୍ଥିତ ତାଙ୍କ…

ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର ।

ପଦ୍ମପୁର/ନୀଳ ଦୀପ - ଗୁରୁବାର ଅପରାହ୍ନ 4ଟା ସମୟରେ ସ୍ଥାନୀୟ ଦୁର୍ଗା ମନ୍ଦିର ନିକଟରେ ଥିବା ବଡ ବନ୍ଧ ପାଣି ଭିତରୁ ଜଣେ ଯୁବକଙ୍କ ଶବ ଭାସୁଥିବା ଦେଖିବାକୁ ମିଳିଥିଲା । ଲୋକେ ପୋଲିସ ଓ ଦମକଳ ବହିନୀକୁ ଖବର ଦେବା ପରେ ଦମକଳ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳକୁ ଆସି ଶବ ଉଦ୍ଧାର କରିଥିଲେ।…

 ୨୫ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ :ଦ୍ୱିତୀୟ ଦିନର ଖେଳରେ ସେଲ ରାଂଚି ଓ ଜୁଭେନିଏଲ କଟକ ବିଜୟୀ  

ଶୁକ୍ରବାର ଦିନ ପ୍ରଥମ ମ୍ୟାଚ ଜୋବ୍ରା ସୋଲାର କଟକ-ଜାମସେଦପୁର କିଙ୍ଗ ଜାମସେଦପୁର  ଏବଂ  ଦ୍ୱିତୀୟ ମ୍ୟାଚ ସେରସା ନାଗପୁର-ୟୁଥ କ୍ରିକେଟ କ୍ଳବ ରାଉରକେଲା  ପଦ୍ମପୁର/ନିଳ ଦୀପ-ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ପଡିଆ ଠାରେ  ବୋରାସମ୍ବର ସ୍ପୋର୍ଟିଙ୍ଗ ପଦ୍ମପୁର ଆନୁକୁଲ୍ୟରେ ଆୟୋଜିତ ୨୫ତମ…