କାଶୀପୁର ପ୍ରିମିୟର୍ ଲିଗ୍ ୫.୦ ଉଦଯାପିତ: ରାଇଜିଂ ଷ୍ଟାର କୁ ହରାଇ ଡ୍ରିମ୍ ୱାରିଅର୍ସ ବିଜୟୀ
କାଶୀପୁର ରୁ ବୈକୁଣ୍ଠ ଦୁରିଆ : ରାୟଗଡା ଜିଲ୍ଲାର କାଶୀପୁର ବ୍ଲକରେ ଆୟୋଜିତ “କାଶୀପୁର ପ୍ରିମିୟର୍ ଲିଗ୍ (KPL) ୫.୦” କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚମକଦାର ଭାବେ ଉଦଯାପିତ ହୋଇଯାଇଛି। ସ୍ଥାନୀୟ କଲେଜ ପଡିଆରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ଅଞ୍ଚଳର ବିଭିନ୍ନ ଦଳ ଅଂଶଗ୍ରହଣ…