ନଦୀ ପାର ହେବାବେଳେ ଅକାଳ ମୃତ୍ୟୁ , ଶୋକସନ୍ତପ୍ତ ପରିବାର ପାଖରେ ପହଞ୍ଚିଲେ ବିଧାୟକ

କ୍ରିଷ୍ଣାଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ , ଗ୍ରାମବାସୀଙ୍କୁ ଲଗାଇ ସରକାରୀ କାମ କରାଇବା ନେଇ ଉଠାଇଲେ ପ୍ରଶ୍ନ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଭୁସୁକୁଡ଼ି ପଞ୍ଚାୟତର ଲୀଙ୍ଗିପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଅକାଳ ମୃତ୍ୟୁ…

କେତିଁଙ୍ଗିରେ ହାତୀ ଆତଙ୍କ, ରାତି ଅଧରେ ଜଙ୍ଗଲରେ ବିଧାୟକଙ୍କ ଅପରେସନ

ଅନ୍ଧାର ଜଙ୍ଗଲରେ ୨ କି.ମି. ପଦଯାତ୍ରା କରି ହାତୀର ଗତିବିଧି ଅନୁଧ୍ୟାନ; ବନବିଭାଗ ସହ ସୁରକ୍ଷା ବ୍ୟବସ୍ଥାର ତଦାରଖ କଲେ ବିଧାୟକ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ହାତୀ ଆତଙ୍କରେ ଭୟଭୀତ କେତିଁଙ୍ଗି ଅଞ୍ଚଳବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିଥିବା ବେଳେ ରାତି ଅଧରେ ଜଙ୍ଗଲକୁ…

କଟକ ଜିଲ୍ଲାରେ ୪୪ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

କଟକ ତା ୬.୧୧. ୨୦୨୬ ରିଖ : କଟକ ଜିଲ୍ଲାରେ ୪୪ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ଅବସରରେ ଜିଲ୍ଲାସ୍ତରୀୟ ଉତ୍ସବ ବେଣ୍ଟକାର ନୋଡାଲ ହାଇସ୍କୁଲ ପରିସରରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ…

ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ଓ ଶ୍ରୀଅନ୍ନ ଅଭିଯାନ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କୃଷି ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ତଥା ‘ଶ୍ରୀ ଅନ୍ନ ଅଭିଯାନ’ ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ପାଳିତ ହୋଇଯାଇଛି।ଆସନ୍ତା ନଭେମ୍ବର ୧୦ ଓ ୧୧ ତାରିଖରେ…

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ

- ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୬ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଡ଼.ମାୟାଧର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମାନ୍ୟବର…

ଶ୍ରୀପୁରାରେ ଧୁମ୍‌ଧାମରେ ପାଳିତ ହେଲା ଗଜଲକ୍ଷ୍ମୀ ପୂଜା

ପୂଜା କମିଟି ପକ୍ଷରୁ ପୂର୍ବତନ ବିଧାୟିକା ଦୀପାଳୀ ଦାସଙ୍କୁ ସମ୍ବର୍ଦ୍ଧନା, ସାଂସ୍କୃତିକ ସନ୍ଧ୍ୟାରେ ଜମିଲା ଆସର ଝାରସୁଗୁଡ଼ା, ୬ ଝାରସୁଗୁଡ଼ା ସଦର ବ୍ଲକ ଅନ୍ତର୍ଗତ ଶ୍ରୀପୁରା ଗ୍ରାମରେ ଗୁରୁବାର ଗଜଲକ୍ଷ୍ମୀ ପୂଜା ମହାଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ମା’ ଗଜଲକ୍ଷ୍ମୀଙ୍କ…

କେନ୍ଦୁଝରର ଯୁବପିଢ଼ିଙ୍କୁ ଆଉ ବାଙ୍ଗାଲୋର କିମ୍ବା ହାଇଦ୍ରାବାଦ ଯିବାକୁ ପଡ଼ିବ ନାହିଁ, ବରଂ ନିଜ ମାଟିରେ ହିଁ…

କେନ୍ଦୁଝର ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ୩ୟ ପର୍ଯ୍ୟାୟ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ପ୍ରାୟ ୪୦୦୦ କୋଟି ବ୍ୟୟରେ ନିର୍ମାଣ ହେବ ୬୩୦ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ, କେନ୍ଦୁଝର ପାଇଁ ୩୫ଟି ସ୍କୁଲ ୩ଟି ପର୍ଯ୍ୟାୟରେ ୯୫୨ଟି ଆଦର୍ଶ ବିଦ୍ୟାଳୟ…

ଏ ସି ଏଫ ସୋମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁର ବିଚାର ବିଭାଗୀୟ ତଦନ୍ତ ଦାବି

ପ୍ରେସ ମିଟକଲେ ଖଇରା ଅଂଚଳ ବାସୀ ବାଲେଶ୍ୱର ଜିଲ୍ଲା 05/11/26ଗୁରୁବାର ଅପରାହ୍ନ 5ଘଟିକା ସମୟରେ ଖଇରା ବ୍ଲକ ନୟାଖଣ୍ଡି ପଂଚାୟତ ଗଡ଼ବେଗୁନିଆ ଗ୍ରାମର ଅଭିରାମ ମହାପାତ୍ରଙ୍କ ପୁତ୍ର ସୋମ୍ୟ ରଞ୍ଜନମହାପାତ୍ରଙ୍କ 5ବର୍ଷ ପୂର୍ବରୁ ମୃତ୍ୟୁ ଏକ ରହସ୍ୟ ଜନକ ଘଟଣାର ନ୍ୟାୟିକ ତଦନ୍ତ ଦାବି କଲେ…

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ତୃତୀୟ ପର୍ଯ୍ୟାୟର ଭିତ୍ତିପ୍ରସ୍ତର ସ୍ଥାପନ

ନବରଙ୍ଗପୁର ଜିଲ୍ଲାର ୬ଟି ବ୍ଲକର ୧୫ଟି ବିଦ୍ୟାଳୟରେ ହେବ ଭିତ୍ତିଭୂମିର ବିକାଶ ନବରଙ୍ଗପୁର, ୦୬.୧୧.୨୦୨୬: ରାଜ୍ୟରେ ବିଦ୍ୟାଳୟ ଶିକ୍ଷାର ମାନବୃଦ୍ଧି, ଶିକ୍ଷାନୁଷ୍ଠାନଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ତଥା ଛାତ୍ରଛାତ୍ରୀଙ୍କୁ ଏକ ଉନ୍ନତ ଓ ଅନୁକୂଳ ଶିକ୍ଷଣ ପରିବେଶ ଯୋଗାଇଦେବା…

ନବରଙ୍ଗପୁର ଜିଲ୍ଲାରେ ‘ଯୁବ ସମାଜ ପାଇଁ ତମାଖୁମୁକ୍ତ ଅଭିଯାନ ୪.୦’ର ଶୁଭାରମ୍ଭ

ନବରଙ୍ଗପୁର, ୬ ନଭେମ୍ବର, ୨୦୨୬- ଯୁବପିଢ଼ିଙ୍କୁ ତମାଖୁ ସେବନର କୁପ୍ରଭାବରୁ ସୁରକ୍ଷିତ ରଖିବା ଏବଂ ଏକ ସୁସ୍ଥ ଓ ତମାଖୁମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ନବରଙ୍ଗପୁର ଆନୁକୂଲ୍ୟରେ ଆଜି ‘ଯୁବ ସମାଜ ପାଇଁ ତମାଖୁମୁକ୍ତ ଅଭିଯାନ ୪.୦’ର ଶୁଭାରମ୍ଭ କରାଯାଇଛି।ଏହି…