ଜିଲ୍ଲାସ୍ତରୀୟ କବି ଜୟଦେବ ଙ୍କ ଜୟନ୍ତୀ ୨୦୨୬ ପାଳିତ
ଜଗତସିଂହପୁର,ତା ୨୦.୦୪.୨୦୨୬/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନରେ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଜିଲ୍ଲାସ୍ତରୀୟ କବି ଜୟଦେବଙ୍କ ଜୟନ୍ତୀ ସମାରୋହ ଉତ୍ସବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଳା ସଂସ୍କୃତି ପରିଷଦ ଏବଂ ଜିଲ୍ଲା…