କଂଗ୍ରେସର ସେହି ସୁବର୍ଣ୍ଣ ଯୁଗ ଏବେ ବି ଲୋକଙ୍କ ମାନେ ଅଛି : ବିଜେଡି 

ଭୁବନେଶ୍ୱର : ଓଡ଼ିଶାବାସୀ କଂଗ୍ରେସର ସେହି ସୁବର୍ଣ୍ଣ ଯୁଗକୁ ଭୁଲି ପାରିନାହାନ୍ତି, ଯେତେବେଳେ ସରକାରରେ ଥାଇ ସେମାନେ ଓଡ଼ିଶାର ଅଭିବୃଦ୍ଧି ହାରକୁ ୩ ପ୍ରତିଶତରେ ସୀମିତ ରଖିଥିଲେ । ୨୦୦୦ ମସିହା ଠାରୁ ବିଜୁ ଜନତା ଦଳ ସରକାରରେ ଏହି ଅଭିବୃଦ୍ଧି ହାରକୁ  ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ…

 “ମୋଦି ଓ ନବୀନଙ୍କ  ଶାସନ ପ୍ରଣାଳୀ ପ୍ରାୟତଃ ଏକାଭଳି, ହେଲେ ନବୀନ ମୋଦିଙ୍କ ପରି ଭୟଙ୍କର ନୁହନ୍ତି”  

ଓଡିଶାରେ ଚାଲିଛି ଅମଲାତାନ୍ତ୍ରିକ ଏକଛତ୍ରବାଦୀ ଶାସନ  ଭୁବନେଶ୍ୱର - ଓଡିଶାରେ ଅମଲାତାନ୍ତ୍ରିକ ଏକଛତ୍ରବାଦୀ ଶାସନ ଚାଲିଛି । କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ପ୍ରଣାଳୀ ପ୍ରାୟତଃ ଏକାଭଳି ହୋଇଥିଲେ ହେଁ ନବୀନ ମୋଦିଙ୍କ ପରି…

 “ଦିଲ୍ଲୀ ଚୌକିଦାର ଚୋର, ଓଡ଼ିଶାରେ ବି ରହିଛନ୍ତି ବଡ଼ ଚୋର  :  ମୋଦୀ, ନବୀନ ଚିନ୍ତାଧାରା ଏକ ପ୍ରକାର”

ନବୀନଙ୍କ ରିମୋଟ କଂଟ୍ରୋଲ ମୋଦିଙ୍କ ପାଖରେ ,କଂଗ୍ରେସ ସରକାରକୁ ଆସିଲେ ୧୦ ଦିନ ଭିତରେ ହେବ ଋଣ ଛାଡ଼ - ରାହୁଳ ଗାନ୍ଧୀ ଭୁବନେଶ୍ୱର :  ଆଗାମୀ ୨୦୧୯ ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିଲେ ୧୦ ଦିନ ମଧ୍ୟରେ ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଭଳି ଓଡ଼ିଶାରେ କୃଷି ଋଣ ଛାଡ଼ କରାଯିବ । …

 ସାରା ଦେଶକୁ ବାଟ ଦେଖାଇବ କାଳିଆ 

ପୁରୀରେ କାଳିଆ ଯୋଜନାରେ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ  ପୁରୀ  - ଚାଷୀର ସଶକ୍ତିକରଣ ପାଇଁ ପ୍ରସ୍ତୁତ କାଳିଆ ଯୋଜନା ଓଡିଶାର ଅର୍ଥନୀତିର ବିକାଶରେ ମାଇଲଖୁଂଟ ହେବ । ଏହି ଯୋଜନାରେ ଚାଷ ଭଲ ହେବ ଏବଂ ପରିବାରର ଉନ୍ନତି ଘଟିବ । ଏହା ସାରାଦେଶକୁ…

ଧର୍ମଶାଳାରେ ଗରୀବ କଲ୍ୟାଣ ଯୋଜନା ବାଟବଣା :  ଯାଜପୁର ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ 

ଯାଜପୁର,(ଜୟଶଙ୍କର ଦାଶ)ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକରେ ଗରୀବ କଲ୍ୟାଣ ଯୋଜନା ବାଟବଣା ହୋଇଛି । ଗରୀବ କଲ୍ୟାଣ ଯୋଜନାରେ ଆସୁଥିବା ସରକାରୀ ସୁବିଧା ସୁଯୋଗକୁ ଧନୀମାନେ ହଡପ କରୁଥିବା ବେଳେ ଗରୀବମାନେ ଏଥିରୁ ବଂଚିତ ହେଉଛନ୍ତି । ଏଥିନେଇ ଜନଅସନ୍ତୋଷ ଦିନକୁ ଦିନ ବ୍ୟାପକ ହେଉଥିବା ବେଳେ…

ବିଜୁ ଯୁବଜନତା ଦଳର ଆଇଟି ଉଇଙ୍ଗ ରାଜ୍ୟ ସଂଯୋଜକ ମନୋନୀତ

ଭୁବନେଶ୍ୱର : ବିଜୁ ଜନତା ଦଳର ରାଜ୍ୟ ସଭାପତି  ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦଳର ଆଭିମୁଖ୍ୟ, ବାର୍ତ୍ତା  ଓ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ତ୍ୱରିତ୍ ସୂଚନା ପ୍ରଦାନ ନିମନ୍ତେ ବିଜେଡି ଆଇଟି ଉଇଙ୍ଗ ଗଠନ କରିଛନ୍ତି । ଏହାକୁ ଅଧିକ ତ୍ୱରାନ୍ୱିତ  କରିବା ପାଇଁ ଆଜି ରାଜ୍ୟ ଆଇଟି…

ଗଜପତି ମୋଟର ଟ୍ରାନ୍‍ସପୋର୍ଟ ଶ୍ରମିକ ସଂଘର ୪ ଦଫା ଦାବୀକୁ ନେଇ ଧର୍ମଘଟ : ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସ ଚଳାଚଳ…

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ: ୪ ଦଫା ମୁଖ୍ୟ ଦାବୀକୁ ନେଇ ପାରଳାଖେମୁଣ୍ଡି ଠାରେ ଗଜପତି ମୋଟର ଟ୍ରାନସପୋର୍ଟ ଶ୍ରମିକ ସଂଘର ଧର୍ମଘଟ ଆନ୍ଦୋଳନ ଯୋଗୁଁ  ଆଜି ସକାଳ ୬ଟା ଠାରୁ ପାରଳାଖେମୁଣ୍ଡି ଠାରେ ଅନିର୍ଦ୍ଦିଷ୍ଠ କାଳ ପର୍ଯ୍ୟନ୍ତ ଯାତ୍ରୀବାହୀ ବସ ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ…

ମୁକ୍ତ, ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ମତଦାନ ଦ୍ୱାରା ଗଣତନ୍ତ୍ରର ଆଭିମୁଖ୍ୟ ସାଫଲ୍ୟ ହେବ : ଜିଲ୍ଲାପାଳ 

ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ - ୯ମ ଜାତୀୟ ମତଦାତା ଦିବସ ପାଳନ: ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଭୋଟର ମାନଙ୍କୁ ସେମାନଙ୍କ ଭୋଟର ଦାନ ଏବଂ ନିର୍ବାଚନ ଉପରେ ସମ୍ପୁର୍ଣ୍ଣ ସଚେତନ କରାଇବା ପାଇଁ ପାରଳାଖେମୁଣ୍ଡି ଠାରେ  ଗଜପତି…

ବିଜ୍ଞାନ ଓ ବୈଷୟିକ ପ୍ରଯୁକ୍ତି ବିଦ୍ୟାର ଜନପ୍ରିୟ କରାଇବା ପାଇଁ ଉଦ୍ୟମ 

 ଗଜପତି ମହାବିଦ୍ୟାଳୟ ପକ୍ଷରୁ ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ  ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ମହାବିଦ୍ୟାଳୟ ଓ ସ୍କୁଲ ସ୍ତରର ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ  ବିଜ୍ଞାନ ଓ ବୈଷୟିକ ପ୍ରଯୁକ୍ତି ବିଦ୍ୟାକୁ ଅଧିକ ପ୍ରଚାର ପ୍ରସାର କରାଇବା ସହ ଛାତ୍ରଛାତ୍ରୀ ଅଭିମୁଖୀ…

ଭଦ୍ରକରେ ଜାତୀୟ ଭୋଟର ଦିବସ ପାଳିତ

ଭଦ୍ରକ/ସତ୍ୟ ଭୂଷଣ ସ୍ୱାମୀ  :  ଭଦ୍ରକରେ ଜାତୀୟ ଭୋଟର ଦିବସ ସହିଦ ସ୍ମୃତି  ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଭଦ୍ରକର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଜ୍ଞାନ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ଭୋଟର ଦିବସ ଉଦ୍ଦେଶ୍ୟ  ସମ୍ପର୍କରେ ଆଲୋକପାତ କରିଥିଲେ । ଭୋଟର…