“ସ୍କୁଲ ଡାକୁଛି- ଦିନେ ଗଢିଥିଲି ତୋତେ, ଏବେ ଆ’ ଗଢିବୁ ମୋତେ”
ଜିଲ୍ଲାସ୍ତରୀୟ ମୋ’ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ
ବଲାଙ୍ଗୀର,(ନିରୋଜ ମିଶ୍ର) ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷ ମଧ୍ୟରେ ଜିଲ୍ଲା ସ୍ତରୀୟ ମୋ’ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ କାର୍ତ୍ତିକେଶ୍ୱର…