ଚାଲିଗଲେ ଶୀଲା
ନୂଆଦିଲ୍ଲୀ : ବରିଷ୍ଠ ତଥା ଟାଣୁଆ କଂଗ୍ରେସ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷିତଙ୍କ ପରଲୋକ ହୋଇଯାଇଛି | ତାଙ୍କୁ ୮୧ ବର୍ଷ ହୋଇଥିଲା | ସେ ୧୯୯୮ରୁ ୨୦୧୩ ମଧ୍ୟରେ ଦିଲ୍ଲୀର ୩ଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ | ଆଜି ସକାଳେ ସେ ହଠାତ ଅସୁସ୍ଥ ହୋଇ ପଡିଲେ ,…