ଧନ୍ୟ ଏଇ ୧୪୪ ଧାରା, ଧନ୍ୟ ଏଇ ଜିଲ୍ଲା ପ୍ରଶାସନ
ରାହାଡପୁର ପାହାଡରେ ୧୪୪ ଧାରା ଜାରି: ଲୋକହସା ହେଉଛି ସରକାର
ଯାଜପୁର,(ଜୟଶଙ୍କର ଦାସ) ଯାଜପୁର ଜିଲ୍ଲାର ଧର୍ମଶାଳାର ପାହାଡ ପର୍ବତରୁ ମାଫିଆ ଚୋରୀ କଲେ ହେଲେ ତଣ୍ଡ ଗଣିବେ ସରକାର ୨୫ କୋଟି । କୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ଏଭଳି ଅଭାବନୀୟ ପରିସ୍ଥିତି ସରକାର କେବେ ବି ସମ୍ମୁଖୀନ…