ପାଟକୁରା(୯୬) ଭାଗ୍ୟଫଳ : ଜୋ ଜିତେଗା ବୋ ସିକନ୍ଦର , ହେଲେ ପରିଣାମ ଜଳଜଳ

0

ପାଟକୁରା(୯୬) ଭାଗ୍ୟଫଳ ଏକାଦଶ ରାଉଣ୍ଡ ପରେ , ଉପରମୁହାଁ  ବ୍ୟବଧାନ | ଆଉ ସ୍ଥିତି ଜଳଜଳ ଦେଖାଯାଉଛି |
ଏକାଦଶ  ରାଉଣ୍ଡ ପରେ ବିଜେଡି ୬୩୭୮୭  , ବିଜେପି 49060 ଓ କଂଗ୍ରେସ 1617 | ବିଜେଡି ପ୍ରାର୍ଥୀନୀ ସାବିତ୍ରୀ ଅଗ୍ରୱାଲ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ଠାରୁ 14,727 ଭୋଟ ରେ ଆଗୁଆ |

Leave A Reply

Your email address will not be published.