ଅଙ୍କିତ ହେଲେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି

ରାଜ୍ୟ ଛାତ୍ର ସଂଯୋଜକ କମିଟିରେ ଶୁଭମ ସାହୁ  ବଲାଙ୍ଗିର(ନିରୋଜ ମିଶ୍ର)  ଫେବୃୟାରୀ ୧ ତାରିଖ ଦିନ ରାଜ୍ୟ ନେସ୍ନାଲ ଷ୍ଟୁଡେଣ୍ଟ ୟୁନିୟନ ଅଫ ଇଣ୍ଡିଆ (ଏନ୍ଏସ୍ୟୁଆଇ)ର ଓଡିଶା ରାଜ୍ୟ ଆବାହକ ଇତିଶ ପ୍ରଧାନ ଏବଂ ଜାତୀୟ ଛାତ୍ର ସଂପାଦକ ତଥା ଓଡିଶା ରାଜ୍ୟର ପ୍ରଭାରି ରୋହିତ ମଥା ଓଡିଶା ରାଜ୍ୟର…

ବୁକୁରାମୁଣ୍ଡା , ଜମରତଲା ଓ ବୁଡାମାଲ ପଞ୍ଚାୟତ ଠାରେ କଂଗ୍ରେସ କର୍ମୀ ସମ୍ମିଳନୀ

ପଦ୍ମପୁର/ନିଳ ଦୀପ-ନିର୍ବାଚନ ଯେତିକି ପାଖେଇ ଆସୁଛି, ବିଭିନ୍ନ ରାଜନୈତିକ ଦଳ ସେତିକି ପ୍ରଚାର ପ୍ରସାର ତଥା ଜନସମ୍ପର୍କ ବଢାଇବାରେ ଲାଗିପଡିଛନ୍ତି ।ସେହି କ୍ରମରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ଯଥା ବୁକୁରାମୁଣ୍ଡା, ଜମରତଲା ଓ ବୁଡାମାଲ ପଞ୍ଚାୟତ ଠାରେ ଭାରତୀୟ…

ଦହିର ବ୍ୟାକ୍ଟେରିଆ କମାଇବ କଲେଷ୍ଟ୍ରଲ ଓ ରକ୍ତଚାପ : ଏନଆଇଟିର ବୈଜ୍ଞାନିକଙ୍କ ଅନୁସନ୍ଧାନ

ରାଉକେଲା/Susanta Behera  :ବିଶ୍ୱରେ ପାଖପାଖି ୧୦୦କୋଟି ଲୋଗ ଉଚ୍ଚ ରକ୍ତଚାପ ଓ କଲଷ୍ଟେ୍ରଲର ଜନିତ ସମସ୍ୟାର ସାମନା କରୁଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୂଏଚ୍ଓର) ଗୋଟିଏ ରିପୋର୍ଟ ଅନୁଯାୟୀ ପାଖାପାଖି ୭୦ଲକ୍ଷ ଲୋଗ ଏହି ରୋଗରେ ପୀଡିତ ହୋଇ ଜୀବନ ହରାଇଛନ୍ତି । କିନ୍ତୁ ଜାତୀୟ…

  ନୂଆପଡା ଷ୍ଟେସନର ବିକାଶ  ଓ ଏକ୍ସପ୍ରେସ୍, ସୁପରଫାଷ୍ଟ ଟ୍ରେନ୍ ରହଣି ଦାବି

ରେଳମନ୍ତ୍ରୀଙ୍କୁ ଭେଟିଲା ନୂଆପଡା ଜିଲ୍ଲା ଓକିଲ ସଂଘ ନୂଆପଡ଼ା/ଅମିତ କୁମାର ପୁରୋହିତ   ନୂଆପଡା ରେଳ ଷ୍ଟେସନରେ ସୁପରଫାଷ୍ଟ ଏବଂ ଏସ୍କପ୍ରେସ୍ ରହଣି ଦାବି ଜୋର ଧରିଛି । ଏହା ଜିଲ୍ଲା ମୁଖ୍ୟାଳୟ ହୋଇଥିଲେ ମଧ୍ୟ ଅନେକ ଏକ୍ସପ୍ରେସ୍ ଓ ସୁପରଫାଷ୍ଟ୍ ଟ୍ରେନର  ଷ୍ଟପେଜ୍ ନାହିଁ । ଏହାର…

  ଶିକ୍ଷା ଶିଶୁର ଅଧିକାର ନା ସରକାରଙ୍କ ଦୟା : ପ୍ରଶାସନ ବାଟହୁଡ଼ା, ଯୋଜନା ବାୟା 

ଏଅକଣ ସରକାରଙ୍କ ସଭିଏ,ପଢିବା ସଭିଏଁ ବଢିବା ????  ଅଢେଇ ଗୋଟିରୁ କମ ଗୃହରେ ଚାଲିଛି ଆଠ ଗୋଟି ଶ୍ରେଣୀ ପଢିବାକୁ ଶ୍ରେଣୀ ନାହିଁ , ଚାଲିଛି ଋତୁକାଳୀନ ଛାତ୍ରାବାସ   ଅଭିଭାବକ ମାନେ ଗାଁରେ ଅଛନ୍ତି ,ହେଲେ  ଦେଖାଯାଇଛି ଦାଦନ ବରଗଡ/Gouranga Charana Dash :- ବରଗଡ ଜିଲ୍ଲାର ପାଇକମାଲ…

ମହାତ୍ମା ଗାନ୍ଧୀ ଇଣ୍ଟର୍ ନ୍ୟାସନାଲ ପବ୍ଲିକ ସ୍କୁଲର 4 ର୍ଥ ବାର୍ଷିକ ଉତ୍ସବ 

ଗୁଣପୁରରୁ ସିଦ୍ଧାର୍ଥ ଦାଶ : ରାୟଗଡ଼ ଜିଲ୍ଲା ଗୁଣପୁର ମହାତ୍ମା ଗାନ୍ଧୀ ଇଣ୍ଟର୍ ନ୍ୟାସନାଲ ପବ୍ଲିକ ସ୍କୁଲର 4 ର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୁଣପୁର ତହସିଲଦାର ନମ୍ରତା ମୋଦୀ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ବିଦ୍ୟାଭୂଷଣ ମହାନ୍ତି ଅତିଥି ଭାବେ ଯୋଗ ଦେଇଥିବା…

ଫ୍ଲାଇ ଓଭର ବ୍ରିଜ୍ ଓ ଟ୍ରେନ ରହଣୀ ଦାବିରେ ରେଳ ରୋକ !

ଭଦ୍ରକ ( ସତ୍ୟଭୂଷଣ ସ୍ବାମୀ ) :  ଭଦ୍ରକ ରେଳ ଷ୍ଟେସନ ଚରମ୍ପାରେ ଫ୍ଲାଇ ଓଭର ବ୍ରିଜ୍‌ ନିର୍ମାଣ ଦାବିରେ ରେଳ ରୋକ କରିଛି କଂଗ୍ରେସ । ଏହାସହ ସନ୍ତ୍ରାଗାଛି-ତିରୁପତି, ସନ୍ତ୍ରାଗାଛି-ମାଙ୍ଗାଲୋର, ହଳଦିଆ-ଚେନ୍ନାଇ, ପୁରୀ-ବେଲାପୁର ଓ ଖଡ଼ଗପୁର-ବେଲାପୁର ଏକ୍ସପ୍ରେସ୍‌ ଟ୍ରେନ୍‌ ରହଣୀ ଦାବିରେ…

ଖୁବ୍‍ଶୀଘ୍ର ବିଦ୍ୟୁତ  କର୍ମଚାରୀଙ୍କ ଥଇଥାନ ଓ ଆର୍ଥିକ ପ୍ୟାକେଜ୍‍ ସମ୍ଭାବନା

ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘ ସହିତ ମନ୍ତ୍ରିସ୍ତରୀୟ ଆଲୋଚନା ଭୁବନେଶ୍ୱର :  ରାଜ୍ୟ ସଚିବାଳୟରେ ବିଦ୍ୟୁତ ବିଭାଗ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଓ ବିଭାଗୀୟ ସଚିବ ଶ୍ରୀ ହେମନ୍ତ ଶର୍ମାଙ୍କ ସହିତ ସମସ୍ତ ଉଚ୍ଚ ଅଧିକାରୀଙ୍କ ଉପସ୍ଥିତିରେ ଓଡ଼ିଶା ବିଦୁ୍ୟତ କର୍ମଚାରୀ ମହାସଂଘର ରାଜ୍ୟ…

ଭାତୃହନ୍ତାକୁ  ଆଜୀବନ ଜେଲ

ବାରିପଦା(ଦିଲ୍ଲୀପ ମହାନ୍ତି )-  ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଡ଼ଃ. ଭି. ସୁଜାତା ଆଜି କେ ହତ୍ୟା ମାମଲାର ଶୁଣାଣି କରି ଅଭିଯୁକ୍ତ ଭାଇକୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ଭାରତୀୟ ପିଙ୍ଗଳ କୋଡର଼୍ ଧାରା ୩୦୨ ଅନୁସାରେ ଆଜୀବନ ସଶ୍ରମ କାରାଦଣ୍ଡ କାରାଦଣ୍ଡରେ ଦଣ୍ଡିତ କରାଇଛନ୍ତି…

ଯୁବକଙ୍କୁ ଟାଙ୍ଗିଆରେ ଆକ୍ରମଣ

ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ: ରେଢ଼ାଖୋଲ ସହରର ୧ନଂ ଓ୍ୱାର୍ଡ଼ କେନ୍ଦୁକଟା ଗ୍ରାମର କାଳିଆ ଷଣ୍ଡ (୨୩) ନାମକ ଜଣେ ଯୁବକ ଙ୍କୁ ନିକଟସ୍ଥ କେଲାକଟା ଗ୍ରାମର ଜଣେ ଯୁବକ ଗୁରୁବାର ସନ୍ଧ୍ୟାରେ ଟାଙ୍ଗିଆରେ ଆକ୍ରମଣ କରିଛନ୍ତି l କାଳିଆ ଙ୍କ ବେକରେ ଆଘାତ ଲାଗିଛି l ତାଙ୍କୁ…