୭ ବର୍ଷିୟ ଶିଶୁକୁ ୩୧ ଚେଙ୍
ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ ୭ ବର୍ଷିୟ ଶିଶୁ ପୁତ୍ରକୁ ଗୁଣି ଗାରେଡି ଚିକିତ୍ସା କରି ଗୁଣିଆ ୩୧ଟି ଚେଙ୍କ ଦେବା ପରେ ସେ ଗୁରୁତର ହୋଇପଡିଥିଲା । ପରିବାର ଲୋକେ ତାକୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତି କରିଛନ୍ତି । ସମ୍ପ୍ରତି ସେ ଚିକିତ୍ସାଧିନ ରହିଛି । ତା’ର…