ନୂଆପଡ଼ା ସହରରେ ଶହୀଦଙ୍କୁ ଶ୍ରଦ୍ଧାଞଳି
ନୂଆପଡ଼ା/ ଅମିତ କୁମାର ପୁରୋହିତ ପୁଲୱାମାରେ ଆତଙ୍କବାଦୀ ହମଲାରେ ଶହୀଦ ହୋଇଥିବା ଯବାନଙ୍କ ସ୍ମୃତିରେ ନୂଆପଡ଼ା ସହରରେ ବିଭିନ୍ନ ସଙ୍ଗଠନ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞଳି ଜ୍ଞାପନ କରାଯାଇଛି । ସନ୍ଧ୍ୟାରେ ସ୍ଥାନୀୟ ଦୈନିକ ବଜାର ପରିସରରୁ ନ୍ୟାସନାଲ କ୍ଲବ ତରଫରୁ ଏକ ଶୋଭାଯାତ୍ରା ବାହାରିଥିଲା…