ବଡ଼ବିଲରେ ଟ୍ରେନ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ
ବଡ଼ବିଲ (ଚିତ୍ତ ରଞ୍ଜନ କର) : ଆଜି ଅପରାହ୍ନରେ ଏକ ମାଲବାହୀ ଟ୍ରେନ ଧକ୍କାରେ ଜଣେ ବୃଦ୍ଧଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ଯେ ବୃଦ୍ଧ ଜଣକ ଅପରାହ୍ନ ପ୍ରାୟ ୫ ଟା ସମୟରେ ବଡ଼ବିଲ ପାଲ ହଟିଂ ନିକଟସ୍ଥ ରେଳ ଧାରଣା ନିକଟରେ ବସିଥିଲେ। ଏହି ସମୟରେ ଏକ ମାଲବାହୀ ଟ୍ରେନ ଅତିକ୍ରମ…