“ଝାରସୁଗୁଡା ଏୟାରପୋର୍ଟ ଓଡିଶାର ନୂଆ ଅର୍ଥନୀତିକୁ ସମୃଦ୍ଧ କରିବ”
ଝାରସୁଗୁଡା ବିମାନବନ୍ଦରରୁ ସ୍ପାଇଶଜେଟ୍ ଟିକେଟ୍ ବିକ୍ରି ଶୁଭାରମ୍ଭ କଲେ ଧର୍ମେନ୍ଦ୍ର
ମାର୍ଚ୍ଚ ୩୧ରୁ ଝାରସୁଗୁଡାରୁ ଦିଲ୍ଲୀ, କୋଲକତା ଓ ହାଇଦ୍ରାବାଦକୁ ବିମାନସେବା
ଏହି ବ୍ୟବସ୍ଥା ବିଶେତଃ ପଶ୍ଚିମ ଓଡିଶାକୁ ସୁବିଧା ଯୋଗାଇବ
ଖୁବଶୀଘ୍ର ମୁମ୍ବାଇ, ଭୁବନେଶ୍ୱର ଓ ରାୟପୁରକୁ ହେବ…