ଜିଲ୍ଲା ସ୍ତରୀୟ ଜନଜାତି ସମାବେଶ: ଆଦିବାସୀଙ୍କ ବିକାଶ ନିମନ୍ତେ ୪କୋଟି ୮୯ଲକ୍ଷ ଟଙ୍କାର ପ୍ରକଳ୍ପ ଉଦ୍‍ଘାଟିତ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ସ୍ୱତନ୍ତ୍ର  ଉନ୍ନୟନ ପରିଷଦ ଗଜପତି ଆନୁକୁଲ୍ୟରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ଜନଜାତି ସମାବେଶ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ଗଜପତି ଜିଲ୍ଲା ସମେତ ୯ଟି ଜିଲ୍ଲାର ଜନଜାତି ମାନଙ୍କର…

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜ୍ଞାନ ସଂଯୋଜକ ସାତ୍ମିକ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁଙ୍କୁ ବିଜ୍ଞାନର ଭାବନା…

ବିନ୍ଧ୍ୟଗିରୀବାସୀ ବିଂଝାଳ ସମାଜର ବୈଠକ

ମେଲଛାମୁଣ୍ଡା- ସର୍ଗିବାହାଲ ଗ୍ରା:ପ ସ୍ତରିୟ ସ୍ବାଲାଖ ବିନ୍ଧ୍ୟଗିରୀବାସୀ ବିଂଝାଳ ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଶ୍ରୀ କ୍ଷୀରୋଦ୍ର ବରିହା ଅବସର ପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ସଭାପତିତ୍ବ କରିଥିଲେ । ଉକ୍ତ ସଭାରେ ପଞ୍ଚାୟତ ସ୍ତରିୟ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା ।…

ସିଏମଙ୍କ ପ୍ରୋଗ୍ରାମ ପାଇଁ ଯାଉଥିଲେ, ଘଟିଲା ଅଘଟଣ 

 ପୋଲିସ ଭ୍ୟାନ-ଟ୍ରକ ମୁହାଁମୁହିଁ : ୩ଜଣ ମୃତ  ଝାରସୁଗୁଡା(Bikrama keshari Mahapatra) : ଝାରସୁଗୁଡ଼ା ବେଳପାହାର ରାସ୍ତାରେ ବନହରପାଲି ପାଲ୍ଲୀ ପେଟ୍ରୋଲ ପମ୍ପ ଶନି  ମନ୍ଦିର ସାମ୍ନା ରେ ଆଜି ସକାଳ ସମୟ ରେ ଘଟିଛି ମର୍ମନ୍ତୁଦ  ଦୁର୍ଘଟଣା   | ଆଜି ସକାଳୁ ମୁଖ୍ୟମନ୍ତ୍ରୀଙ୍କ …

ବଲାଙ୍ଗୀରରେ ବିଶାଳ ମେଗା ମାର୍ଟ ନୂଆ ଶୋରୁମ ଆରମ୍ଭ

ବଲାଙ୍ଗୀର/ନିରୋଜ ମିଶ୍ର : ବଲାଙ୍ଗୀର ସହରରେ ଅତ୍ୟାଧୁନିକ ବିଶାଳ ମେଗା ମାର୍ଟର ନୂତନ ଶୋରୁମ ଉଦ୍ଗାଟିତ ହୋଇଯାଇଛି । ଶୋରୁମକୁ ଉଦ୍ଗାଟନ କରିଥିଲେ ରମେଶ ଚନ୍ଦ୍ର ସିଂହଦେଓ, ଗୋପାଲ କ୍ରିଷ୍ଣ ସିଂଦେଓ, ରୋହିତ କୁମାର ଜୈନ, ବାସୁଦେବ ପତି । ଏହି ଅବସରରେ ବିଶାଳ ମେଗାମାର୍ଟର ଷ୍ଟୋର ମେନେଜର,…

ରାଉରକେଲା ଇସ୍ପାତ କାରଖାନାରେ ବାର୍ଷିକ ଡ଼ିଏନବି ଦିବସ ‘ଜଲସା-୨୦୧୯’ 

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା ପରିଚାଳିତ ଇସ୍ପାତ ଜେନେରାଲ ହସ୍ପିଟାଲର  ଡ଼ିଏନବି ଡାକ୍ତରମାନଙ୍କର ବାର୍ଷିକ ଉତ୍ସବ ‘ଜଲସା-୨୦୧୯’ ଫେବୃଆରୀ ୨୬ ତାରିଖରେ ଇଣ୍ଡୋ ଜର୍ମାନ କ୍ଲବଠାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ଉତ୍ସବରେ ଆରଏସପିର ସିଇଓ, ଶ୍ରୀ ଅଶ୍ଵିନୀ କୁମାର ମୁଖ୍ୟ ଅତିଥି ଏବଂ…

ନବାଗତ ଶିକ୍ଷୟିତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ସହ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା।

ଗାଇସିଲେଟ/କେଦାର ନାଥ ସାହୁ : ବରଗଡ ଜିଲ୍ଲାର ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଠାରେ ଥିବା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ,ତାଲପାଲି ରେ ନୂତନ ଭାବରେ ଯୋଗଦେଇଥିବା ଶିକ୍ଷୟିତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ସହ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି…

ଯୁବକମାନେ ହେଉଛନ୍ତି ଭବିଷ୍ୟତ ରାଷ୍ଟ୍ର ନିର୍ମାତା ଏବଂ ଭାଗ୍ୟ ବିଧାତା

ଓଡଗାଁରେ ବିଜୁଜନତା ଦଳର ଯୁବ ସମ୍ମିଳନୀ ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଯୁବକମାନେ ହେଉଛନ୍ତି ରାଷ୍ଟ୍ରର ସମ୍ପଦ । ସେମାନେ ହେଉଛନ୍ତି ଭବିଷ୍ୟତ ରାଷ୍ଟ୍ର ନିର୍ମାତା ଏବଂ ଭାଗ୍ୟ ବିଧାତା । ଆଳସ୍ୟ ଭାବ ପରିହାର କରି ସର୍ବଦା ଜାଗ୍ରତ ରହିଲେ ବିଶ୍ୱରେ ରାଷ୍ଟ୍ର ଏକ ଶକ୍ତିଶାଳୀ ଉତ୍ସ ଭାବେ ଉଭା…

ଭଉଣୀ ଘରେ ପହଂଚାଇ ପାରିଲେନି ମର୍ଯ୍ୟଦା ଭାର 

ହାଇୱା ଧକ୍କାରେ ଉଡ଼ିଗଲା  ସ୍କୁଟି ଆରୋହୀଙ୍କ ପ୍ରାଣବାୟୁ  ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର):  ଆଜି ଅପରାହ୍ନ ୧ଟା ବେଳେ ଓଡଗାଁ-ଭଞ୍ଜନଗର ରାଜ୍ୟ ରାଜପଥର ରଙ୍ଗଣୀପାଟଣା ଛକ ନିକଟ ମୋଡରେ  ସଡକ ଦୁର୍ଘଟଣା ଯୋଗୁଁ ଜଣେ ବ୍ୟକ୍ତିଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଓଡଗାଁ ବ୍ଲକ…