ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ବଲାଙ୍ଗୀର ଗସ୍ତ : ଶକ୍ତି ସମାବେଶରେ ବିପୁଳ ସମାଗମ
ବଲାଂଗୀର: ଆଜି ମୁଖ୍ୟମନ୍ତ୍ରୀ ନବିନ ପଟନାୟକ ଦିନିକିଆ ବଲାଂଗିର ଗସ୍ତରେ ଆସି ମିଶନ ଶକ୍ତି ସମାବେଶରେ ସାମିଲ ହୋଇଥିଲେ । 13 ହଜାର ସ୍ବୟଂ ସହାୟକ ଗୋଷ୍ଠୀର 60 ହଜାର ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ ସାମିଲ କରିବାକୁ ଘୋଷଣା କରିଛନ୍ତି ।
ଘର କୋଣରେ ରହୁଥିବା ମହିଳା ଏବେ…