କୋଲାବିରା ବିଡିଓ ହେଲେ ଝାରସୁଗୁଡ଼ାର ନୂତନ ଉପଜିଲ୍ଲାପାଳ
ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକର ବିଡିଓ ଅଶୋକ ମାଝୀଙ୍କୁ ଝାରସୁଗୁଡ଼ାର ଉପଜିଲ୍ଲାପାଳ (ସବ୍-କଲେକ୍ଟର) ଭାବେ ନୂତନ ଦାୟିତ୍ୱ ନେବେ ବୋଲି ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଆଦେଶ ଜାରି ହୋଇଛି।
ଏହି ପଦୋନ୍ନତି ସମୟରେ ରାଜନୈତିକ ମଞ୍ଚରେ ଚର୍ଚ୍ଚା ଜୋର ଧରିଛି।…