ଗ୍ରାମ୍ୟ ସ୍ବାସ୍ଥ୍ୟ ପୁଷ୍ଟିକର ଦିବସରେ ଏଚଆଇଭି ଓ ସିଫିଲିସ୍ ପରୀକ୍ଷାର ଶୁଭାରମ୍ଭ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାର ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ର-ଭିଏଚଏନଡିରେ ଏଣିକି ଗର୍ଭବତୀ ମହିଳା ମାନଙ୍କ ନିମନ୍ତେ  ଏଚଆଇଭି ଓ ସିଫିଲିସ୍ ପରୀକ୍ଷା କରିପାରିବେ ସେହି ଏଚଆଇଭି ଓ ସିଫିଲିସ୍ ପରୀକ୍ଷା କାର୍ଯ୍ୟକ୍ରମର ଜିଲ୍ଲା ସ୍ତରୀୟ ଶୁଭାରମ୍ଭ ହୋଇ ଯାଇଛି।      …

ଜିଲ୍ଲା ସ୍ତରୀୟ ପ୍ରଶିକ୍ଷକ ମାନଙ୍କ  ପ୍ରଶିକ୍ଷଣ କାର୍ଯ୍ୟକ୍ରମ 

     ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ  ଡିଆରଡିଏର ଜିଲ୍ଲା ପ୍ରକଳ୍ପ ସମ୍ବଳ କେନ୍ଦ୍ର ସମ୍ମେଳନ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷକ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲା ପ୍ରାଣୀ-ସମ୍ପଦ ବିକାଶ ବିଭାଗ ଓ  ଗଜପତି ଜିଲ୍ଲା ମିଶନ ଶକ୍ତି ର ମିଳିତ…

 ଚକ୍ଷୁ ଦାନ ମହାପୂଣ୍ୟ : ଆସନ୍ତୁ ମୃତ୍ୟୁ ପରେ ବି ବଂଚି ରହିବା

 ୩୪ ତମ ଜାତୀୟ ଚକ୍ଷୁଦାନ  ପକ୍ଷ ପାଳନ  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ବାସ୍ଥ୍ୟ ସମିତିର  ଜିଲ୍ଲା ଅନ୍ଧତ୍ବ ନିରାକରଣ ସମିତି ପକ୍ଷରୁ  ଅଗଷ୍ଟ ୨୫ ତାରିଖରୁ …

ଗାନ୍ଧୀ-୧୫୦ର ସମିତି ଗଠନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ  ଉତ୍କଳ ହିତୈଷିଣୀସମାଜ ସଭା ଗୃହ ଠାରେ  ଗାନ୍ଧୀ-୧୫୦ ର ସମିତି ଗଠନ ପାଈଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗାନ୍ଧୀ ପିସ୍ ଫାଉଣ୍ଡେସନର ୯୫ ବର୍ଷ ବୟସ୍କ ସର୍ବୋଦୟ କର୍ମୀ ନିଶାକର ଦାସ ,…

ଆଜି ଶେଷ ଖୁଦୁରୁକୁଣୀ

ଓଡଗାଁ,(ଶ୍ରୀକାନ୍ତ ମିଶ୍ର) : ଯୁଗେ ଯୁଗେ ନାରୀର ମହାନତା ଅତୁଳନୀୟ । ସର୍ବଦା ସେ ଅନ୍ୟର ମଙ୍ଗଳ ପାଇଁ ନିଜକୁ ସମର୍ପି ଦେଇଥାଏ କହିଲେ ଅତିକ୍ତୁ ହେବନାହିଁ । ବହୁ ପୁରାକାଳର କଥା ବସ୍ତୁ ଖୁଦୁରୁକୁଣୀ ଓଷାରେ ସେହି ନାରୀର ମହାନତାହିଁ ଭରିରହିଛି । ପରମ୍ପରା ଆଧାରରେ ଭାଇ ତଥା ପରିବାରର ମଙ୍ଗଳ…

ଲାୟନ୍ସ କ୍ଳବ ତରଫରୁ ଗୁରୁଦିବସ

ମେଲଛାମୁଣ୍ଡା(ମନୋଜ ଭୋଇ)- ବରଗଡ ଜିଲ୍ଳା ପଦ୍ମପୁରସ୍ଥିତ ହେଲୋ କିଡସ ପରିସରରେ ଲାୟନଓ କ୍ଳବ ପଦ୍ମପୁର ତରଫରୁ ମହାସମାରୋହରେ ପାଳିତ ହୋଇଯାଇଛି । ଲାୟନ୍ସ କ୍ଳବର ସଭାପତି ବିଭୁଦତ୍ତ ପଣ୍ଡାଙ୍କ ସଭାପତୀତ୍ୱରେ ଅନୁଷ୍ଠିତ  ସମ୍ବଦ୍ଧ୍ୱର୍ନା ସଭାରେ କ୍ଳବର ଭାଇସ ଗଭର୍ଣ୍ଣର ବେଣୁମାଧବ ଦୋରା ମୁଖ୍ୟ…

ସ୍ପେକ୍ଟ୍ରମ ଏଜୁକେସନ ସ୍କୁଲରେ ଗୁରୁ ଦିବସ

ମେଲଛାମୁଣ୍ଡା(ମନୋଜ ଭୋଇ)- ମେଲଛାମୁଣ୍ଡା ଥାନା ଅଧିନସ୍ତ ଘେଁସ ସ୍ଥିତ ସ୍ପେକ୍ଟ୍ରମ ଏଜୁକେସନ ଇଂଲିସ ମିଡିୟମ ସ୍କୁଲରେ ଗୁରୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସର୍ବ ପ୍ରଥମେ ପଦ୍ମିନୀ ଦେବୀ ଡଃ. ସର୍ବପଲ୍ଳୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ୱଳନ ଓ ପୁଷ୍ପମାଲ୍ୟ…

ମେଡିଆ-ପବ୍ଲିକ ରିଲେସନ ଉପଦେଷ୍ଟା ମାନସ ମଙ୍ଗରାଜଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ମେଡିଆ -ପବ୍ଲିକ ରିଲେସନ ଉପଦେଷ୍ଟା ଭାବେ ନିଯୁକ୍ତ ହୋଇଥିବା ବରିଷ୍ଠ ସାମ୍ବାଦିକ ତଥା ବିଜେଡିର ସାଧାରଣ ସମ୍ପାଦକ ଶ୍ରୀ ମାନସ ମଙ୍ଗରାଜଙ୍କୁ ରାଜ୍ୟ ସରକାର ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରିଛନ୍ତି ।  ଏ ସମ୍ପର୍କିତ ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ନବିନ…

ଆରମ୍ଭ ହେଲା ସ୍କୁଲ ଡ୍ରେସ କିଣାବିକା !!

ବଲାଙ୍ଗୀର/ ନିରୋଜ ମିଶ୍ର:- ୨୦୧୯/୨୦ ଶିକ୍ଷା ବର୍ଷ ରେ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ମାଗଣା ପୋଷାକ ବଣ୍ଟନ ପାଇଁ ସରକାର ବଲାଙ୍ଗୀର ଜିଲ୍ଲା କୁ କୋଟି କୋଟି ଟଙ୍କା ପ୍ରେରଣ କରିଥାନ୍ତି । କୋମଳ ମତି ଛାତ୍ର ଛାତ୍ରୀ ମାନଙ୍କୁ ନିମ୍ନ ମାନ ର କନା ରେ ପ୍ରସ୍ତୁତ ପୋଷାକ ଓ ଜୋତା ଦେଇ ସମଗ୍ର…

କେଶ ନମ୍ୱର୍ କହିବାକୁ ପୋଲିସ ଥ ଥ ମ ମ

ବଲାଙ୍ଗୀର/ ନିରୋଜ ମିଶ୍ର:- ରାଧାରାଣୀ ପଡା ବାସିନ୍ଦା ଅଶୋକ ସେଠ୍ (୫୫ବର୍ଷ) ଜାମଗାଁ ସ୍ଥିତ ତାଙ୍କ ମିତ ବାପା ଘରକୁ ଯାଇଥିଲେ ।ହଠାତ୍ ଗତ ତା:୫.୯.୨୦୧୯ ରିଖ ରାତିରେ ତାଙ୍କ ମିତ ବାପା ଙ୍କ ଘରେ ଏକ ଅଭାବନୀୟ ଘଟଣା ଘଟିଗଲା ।ଅଶୋକ ବେକରେ ଲୁଙ୍ଗି ଦେଇ ଆତ୍ମହତ୍ୟା କରିଛି ଚର୍ଚ୍ଚା ହେଲା ।…