ବରଗଡ଼ ପୋଲିସକୁ ବଡ ସଫଳତା :ଧରା ପଡିଲେ ଦୁଇ ହତ୍ୟାକାରୀ
ଜବତ ହେଲା ବିପୁଳ ମାତ୍ରାରେ କଫ ସିରଫ
ବରଗଡ :- ଗତ କାଲି ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଅନ୍ତର୍ଗତ ବିରିପାଲି ମଦ ଭାଟି ଠାରେ ଘଟିଥିବା ହତ୍ୟା କାଣ୍ଡ ର ଦୁଇ ଅଭିଯୁକ୍ତ ଭେଲୁଆପଦର ଗ୍ରାମର ଭଗବାନ ବରିହା ଓ ପଦ୍ମପୁର କଂସର ଗ୍ରାମର ଜଗଦୀଶ ବିଶ୍ୱାଳ କୁ ହତ୍ୟାକାଣ୍ଡ ର 24 ଘଣ୍ଟା ଭିତରେ…