ବଲାଙ୍ଗିର ଜିଲ୍ଲାରୁ ଶତାଧିକ ବିଜେପି ଓ କଂଗ୍ରେସ ନେତୃବୃନ୍ଦ ବିଜେଡିରେ ସାମିଲ
ସରୋଜ ଗୁରୁ, ସାଗରିକା ଗୁରୁ ଓ ଅରୁଣ ମିଶ୍ରଙ୍କ ବିଜେଡିରେ ଯୋଗଦାନ
ବଲାଙ୍ଗିର/ନିରୋଜ ମିଶ୍ର : ଭୁବନେଶ୍ୱର ନବିନ ନିବାସରେ ବଲାଙ୍ଗିର ଜିଲ୍ଲାରୁ ଶତାଧିକ ବିଜେପି ଏବଂ କଂଗ୍ରେସର ନେତବୃନ୍ଦ ନବିନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡି ଦଳରେ ଯୋଗ ଦେଇଛନ୍ତି । ଏହି ନେତା ଏବଂ ନେତ୍ରୀ ମାନେ …