ସୋନାଲି ହଜିବାକୁ ବିତିଲା ୪ଦିନ: ଖୋଜି ଖୋଜି ପୋଲିସ ନାକେଦମ
ଓଡଗାଁ :ଓଡଗାଁ ଥାନା ସାକେରୀ ହରିଜନ ସାହିରୁ ନିଖୋଜ ହୋଇଥିବା ୩ ବର୍ଷର ଝିଅ ସୋନାଲିକୁ ୪ ଦିନ ଗଲା ପରେବି ନପାଇ ଓଡଗାଁ ପୋଲିସ ନାକେଦମ ହୋଇ ସାରିଲାଣି । ଅନେକ ଛାନଭିନ କରିବା ପରେ ମଧ୍ୟ ତାର ପତ୍ତା ନମିଳିବାରୁ ଏହା ପୋଲିସ ପାଇଁ ଏକ ମସ୍ତବଡ ଚାଲେଞ୍ଜ ଭାବେ ଉଭା ହୋଇଛି । ବାରମ୍ବାର ପୋଲିସ…