ନିର୍ବାଚନ ଓ ହୋଲିପାଇଁ ସୁନ୍ଦରଗଡ଼ ସହରରେ ପୋଲିସ ପକ୍ଷରୁ ପ୍ଲାଗ ମାର୍ଚ୍ଚ

ସୁନ୍ଦରଗଡ଼/ Horachand Deuria  : ସୁନ୍ଦରଗଡ ସହରରେ ଅପରାଧୀଙ୍କ ନିଦ ପୋଲିସ ହଜାଇ ଦେଇଥିବା ବେଳେ, ଚଳିତ ମାସରେ ହେବାକୁ ଲୋକପର୍ଵ ହୋଲି ଓ ନିର୍ବାଚନ ରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଆଜି ସୁନ୍ଦରଗଡ଼ ଜିଲ୍ଲା ଆରକ୍ଷୀ ଅଧିକାରୀ ସୌମ୍ୟା ମିଶ୍ର ଙ୍କ ନିର୍ଦେଶରେ ଏସଡ଼ିପିଓ ବଳଭଦ୍ର…

ଓଡ଼ିଶାର ଶ୍ରେଷ୍ଠ ବିଧାୟକ ପ୍ରଫୁଲ୍ଲ ମାଝୀଙ୍କ ଆସନ କି ଟଳମଳ !!!!!

 ସୁନ୍ଦରଗଡରୁ ହୋରାଚାନ୍ଦ ଦେଉରିଆ :  ବିଜେଡି ଦଳ ପକ୍ଷରୁ ଦୂତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରାଥୀ ତାଲିକା ଘୋଷଣା କରାଯାଇଛି | ହେଲେ କଂଗ୍ରେସ ପକ୍ଷରୁ ଜାରି କରାଯାଇଥିବା ପ୍ରଥମ ପର୍ୟାୟ ପ୍ରାଥୀ ତାଲିକାରେ ସୁନ୍ଦରଗଡ଼ ଜିଲ୍ଲାର ମାତ୍ର ୨ଟି ଆସନ ଘୋଷଣା କରାଯାଇଛି |   ସେଗୁଡିକ ହେଲା …

ସାଧୁ ହାତ ଛାଡ଼ିଲେ 

ବରଗଡ଼ : ବରଗଡ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବା ପାଇଁ ଟିକେଟ ନମିଳିବାରୁ ଶ୍ରୀ ନେପାକ ଆଜି ନିଜ ସମର୍ଥକ ମାନଙ୍କର ସହିତ ଦଳ ତ୍ୟାଗ କରିବାର ସୂଚନା ଦେଇଛନ୍ତି । ଯାହାକି ଆଗାମୀ ଦିନରେ କଂଗ୍ରେସ ପାଇଁ ଘାତକ ହେବ । ଶ୍ରୀ ନେପାକ ଙ୍କର ବିଜେପୁର ନିର୍ବାଚନ ମଣ୍ଡଳୀ ରେ ମଧ୍ୟ ବହୁ ସମର୍ଥକ…

ବରଗଡ଼ ଜିଲ୍ଲାର ଲୋକଙ୍କ ଭିତରେ ବଢିଛି ଉତ୍ସାହ, କର୍ମୀଙ୍କ ଭିତରେ ଉତ୍ସବର ମାହୋଲ 

  ବରଗଡ / ବିଜେପୁର / ଭଟଲି / ସୋହେଲା / ବରପାଲି :- ପୁଣି ଚର୍ଚ୍ଚାରେ ବିଜେପୁର । ଗତ ଠିକ ବର୍ଷେ ପୂର୍ବରୁ କେବଳ ରାଜ୍ୟ ନୁହେଁ ଦେଶ ଆଉ ବିଦେଶରେ ମଧ୍ୟ ବିଜେପୁର ଚର୍ଚ୍ଚାର କେନ୍ଦ୍ର ଥିଲା କାରଣ ଥିଲା ଉପନିର୍ବାଚନ । ତତ୍କାଳୀନ ବିଜେପୁର ବିଧାୟକ ସୁବଳ ସାହୁ ଙ୍କର ଦେହାନ୍ତ ପରେ ବିଜେପୁର…

ବିଜୁ ପକ୍କା ଘରରେ ଅନିୟମିତତା 

କୁଚିଣ୍ଡl : ସମ୍ବଲପୁର ଜିଲ୍ଲା କୁଚିଣ୍ଡl ବ୍ଲକ ବକ୍ସମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲାଡ଼ ଠାରେ ବିଜୁ ପକ୍କା ଘର ନିର୍ମାଣ ରେ ଅନମିୟତl ଦେଖିବାକୁ ମିଳିଛି l 2017-18ରେ ଶିବ ମିଞ୍ଜି ଙ୍କୁ ଏକ ବିଜୁ ପକ୍କା ଘର ମିଳିଥିଲା l କିନ୍ତୁ ଘରଟି ସମ୍ପୂର୍ଣ୍ଣ ଭାବେ ନିର୍ମାଣ ହୋଇନଥିବl ବେଳ ଶେଷ…

ନିର୍ବାଚନ ପୂର୍ବରୁ  ପୋଲିସକୁ ବଡ ସଫଳତା- ବଡଧରଣର ଜାଲନୋଟ ଛାପା କାରଖାନା ଠାବ 

ଚଢାଉ - ୨ ଗିରଫ ଜାଲ ନୋଟ ସହ ବହୁ ବ୍ୟବହୃତ ସାମଗ୍ରୀ ଜବତ ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଆସନ୍ତା ଏପ୍ରିଲ ୧୧ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ପାରଳାଖେମୁଣ୍ଡି ପୋଲିସକୁ ଏକ ବଡ ସଫଳତା ମିଳିଛି । ପାରଳାଖେମୁଣ୍ଡି ସହରର…

ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ପ୍ରାର୍ଥୀ ତାଲିକାକୁ ନେଇ ବିଜେଡ଼ିରେ ଖୁସୀ ଓ ଗମ୍

ହେଲେ ତାଲିକା ଜାଲି ବୋଲି ପ୍ରମାଣ କରୁଛି ସ୍ଵାକ୍ଷରକାରୀଙ୍କ ଡେଜିଗନେସନ ବାରିପଦା(ଦିଲ୍ଲୀପ ମହାନ୍ତି )- ବେଶ କିଛି ଦିନ ହେବ ସାମାଜିକ ଗଣମାଧ୍ୟମରେ ମୟୂରଭଞ୍ଜ ଜିଲ୍ଲାର ୯ଟି ବିଧାନସଭା ଆସନ ନିମନ୍ତେ ବିଜେଡ଼ି ବିଧାୟକ ପ୍ରାର୍ଥୀ ତାଲିକା ଘୁରିବୁଲୁଥିବାର ଦେଖିବାକୁ ମିଳିଛି । ଉକ୍ତ…

ଶିକ୍ଷକ ମୌସୁଧୀଙ୍କ ଉପରେ ନବୀନଙ୍କ ଆସ୍ଥା, ମିଳିଲା ବିଜେଡି ଟିକେଟ 

 ବିଭିନ୍ନ ବର୍ଗରୁ ଛୁଟିଲା ଶୁଭେଚ୍ଛାର ସୁଅ  ଧର୍ମଗଡ/ସୁଶାନ୍ତ ରାଉତ : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଲୋକସଭା ଓ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳାହାଣ୍ଡି ଲୋକସଭା କ୍ଷେତ୍ର ଅନ୍ତର୍ଗତ ଧର୍ମଗଡ ଲୋକସଭା…

ତିର୍ତ୍ତୋଲ :ଏକାଧିକ ଆଶାୟୀ ବିଜେଡି ପାଇଁ କଣ୍ଟା 

ତିର୍ତ୍ତୋଲ/ପାରାଦ୍ବୀପ:ରମେଶ ମହାନ୍ତି -ଓଡିଶା ରାଜନୀତିରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହିଆସିଛି।୨୦୧୯ ସାଧାରଣ ନିର୍ବାଚନ ଏପ୍ରିଲ୍ ୨୯ତାରିଖରେ ହେବବୋଲି ଘୋଷଣା ହେବା ପରେ ସବୁ ରାଜନୈତିକ ଦଳ ମଧ୍ୟରେ ତତ୍ପରତା ପ୍ରକାଶ ପାଇବା ସହିତ ରାଜନୈତିକ ଉଷ୍ମତା ବଢୁଥିବା…

ଶଙ୍ଖ ଫୁଙ୍କିଲା ପରେ ରଘୁନନ୍ଦନ …କାହାପାଇଁ ନିଦାଘ ତ କାହାପାଇଁ ଶୀତଳ ଚନ୍ଦନ

ଏରସମା-ବାଲିକୁଦା ବିଜେପିକୁ ଝଟକା ତିର୍ତ୍ତୋଲ/ବାଲିକୁଦା: ରମେଶ ମହାନ୍ତି -୨୦୧୯ ସାଧାରଣ ନିର୍ବାଚନ ଏରସମା-ବଲିକୁଦା ନିର୍ବାଚନମଣ୍ଡଳୀରେ ଏପ୍ରିଲ ୨୯ତାରିଖରେ ହେବାକୁ ଘୋଷଣା ହେବା ପରେ ସବୁ ରାଜନୈତିକ ଶିବିର ଚଳଚଞ୍ଚଳ ହୋଇଉଠିଛି।ଡ଼ ଦାମୋଦର ରାଉତ ବିଜେପିରେ ମିଶିବା ପରେ ନିଜର ଜନ୍ମମାଟି…