ଡାବା ଡାଲିଆ ଧରି ଠିକାଦାର ଛୁ, ଅଧାରେ ରହିଛି ରାସ୍ତା କାମ
ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା : ଲେଙ୍ଗୁମାହା ଠାରୁ ନହୁଡ଼ିମାହା ରାସ୍ତା 2.95କିମି ରାସ୍ତା ନିମ୍ନ ମାନ ଅଭିଯୋଗ
ଘୁ. ଉଦୟଗିରି : ଗଗନ କୁମାର ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ରାଇକିଆ ବ୍ଲକ ଅଧୀନସ୍ଥ ସୁଗୁଡ଼ବାଡ଼ି ଗ୍ରାମ ପଞ୍ଚଯାତର ନାହୁଡ଼ି ମାହା,ମୁରୁଡ଼ି କୁପୁଡ଼ା,ସନ୍ଦରେଜୁ ଏବଂ…