ବିଜେପୁର ରୁ ନାମାଙ୍କନ ପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ
ବରଗଡ଼ :- ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ରୁ ବିଜୁ ଜନତା ଦଳ ର ପ୍ରାର୍ଥୀ ଭାବରେ ମୁଖ୍ୟମନ୍ତ୍ରୀ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି 1ଟା 40 ରେ ପଦ୍ମପୁର ପହଂଚିବା ପରେ ଏକ ଜନସଭାକୁ ସଂଵୋଧନ କରିଥିଲେ । ଏହାପରେ ସେ ପଦ୍ମପୁର ଉପଜିଲ୍ଲାପାଳଙ୍କର…