ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ପାଇ ଶେଷଦିନରେ ମୋଟ ୮ ଜଣ ପ୍ରାର୍ଥୀଙ୍କ ନାମାଙ୍କନ
ନୟାଗଡ (ବିଶ୍ୱଜିତ ନାୟକ )- କନ୍ଧମାଳ ଲୋକସବା ଆସନ ଅନ୍ତଗତ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ପାଇ ନାମାଙ୍କନ ପତ୍ର ଦାଖଲର ଶେଷଦିନରେ ମୋଟ ୮ ଜଣ ପ୍ରାର୍ଥୀ ଓ ପ୍ରାର୍ଥୀନୀ ଅପରାହ୍ନ ୩ ଘଂଟିକା ପୂର୍ବରୁ ଅତିରିକ୍ତ ଜିଲ୍ଲାପାଳ ତଥା ରିଟନିଂ ଅଫିସରଙ୍କ କାଯ୍ୟାଳୟରେ ନିଜ ନିଜର ପାର୍ଥି ପତ୍ର…