ଶେଷ କୁମାର ମେହେର ବିଜେଡିରୁ ବହିସ୍କୃତ 

ଭୁବନେଶ୍ୱର : ବୌଦ୍ଧ ଜିଲ୍ଲା କଣ୍ଟାମାଲ ନିର୍ବାଚନମଣ୍ଡଳୀର ଶେଷ କୁମାର ମେହେରଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳରୁ ବହିସ୍କୃତ କରିଛନ୍ତି ବୋଲି ଦଳର ନବ ନିଯୁକ୍ତ ସାଧାରଣ ସମ୍ପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି | ସୂଚନାଯୋଗ୍ୟ ଯେ ଶ୍ରୀ ମେହେର ଦଳୀୟ…

ବୈଜୟନ୍ତଙ୍କ ବିରୋଧରେ  ଆଦର୍ଶ ଆଚରଣ ଵିଧି ଉଲ୍ଲଙ୍ଘନ ଅଭିଯୋଗ 

ଭୁବନେଶ୍ୱର :    ବିଜେପି ଷ୍ଟାର ପ୍ରଚାରକ ସମୀର ମହାନ୍ତି ଓ ବୈଜୟନ୍ତ ପଣ୍ଡା କରିଛନ୍ତି ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଙ୍ଘନ | ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭଯୋଗ କଲା ବିଜେଡି | ସେହିପରି ବୈଜୟନ୍ତଙ୍କ ପାରିବାରିକ ଟିଭି ଚାନେଲ ମଧ୍ୟ ଆଦେଶ ଆଚରଣ ବିଧି ଉଲ୍ଲଙ୍ଘନ କରିଛି ବୋଲି…

କିଶୋର ତରେଇ ହେଲେ କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଭାପତି

 ଟିକେଟରୁ ବଂଚିତ କିଶୋର ତରେଇ ହେଲେ କେନ୍ଦ୍ରାପଡା  ଜିଲ୍ଲା ବିଜେଡି ସଭାପତି |  ନିଶିକାନ୍ତ ପ୍ରଧାନ ହେଲେ ଜିଲ୍ଲା ବିଜେଡି ମହାସଚିବ ଓ ଅଜିତ ନାୟକ ହେଲେ ଜିଲ୍ଲା ବିଜେଡି ଉପସଭାପତି |  

ବିଜୟଙ୍କୁ ପୁରସ୍କାର, ମିଳିଲା ଦଳର ଗୁରୁତ୍ୱପୂର୍ଣ ସାଧାରଣ ସମ୍ପାଦକ ଦାୟିତ୍ୱ

ଭୁବନେଶ୍ୱର : ବିଜୁ ଜନତା ଦଳର ଜଣାଶୁଣା ଯୁବନେତା ତଥା ସମ୍ପ୍ରତି ଦଳର ସମ୍ପାଦକ ଥିବା ବିଜୟ କୁମାର ନାୟକଙ୍କୁ ତାଙ୍କର କର୍ତ୍ତବ୍ୟନିଷ୍ଠା ପାଇଁ ପୁରସ୍କୃତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟନାୟକ । ଯାଜପୁର ଜିଲ୍ଲା ବରି ନିର୍ବାଚନ ମଣ୍ଡଳୀର ଜଣାଶୁଣା ସଂଗଠକ ସର୍ବୋପରି ବରି ନିର୍ବାଚନ…

ଶିଶୁପାଳଗଡ଼ରେ ଏକାମ୍ର ବି.ଜେ.ଡ଼ିର ପ୍ରଚାର

ଭୁବନେଶ୍ୱର  :  ସମଗ୍ର ରାଜ୍ୟରେ ନିର୍ବାଚନ ପ୍ରଚାର ଉଷ୍ମତା ଦେଖାଯାଉଥିବା ବେଳେ ରାଜଧାନୀ ଭୁବନେଶ୍ୱରର ୩ ବିଧାନ ସଭା ଆସନ ଏବଂ ଗୋଟିଏ ଲୋକସଭା ଆସନ ପାଇଁ ପ୍ରାର୍ଥୀମାନଙ୍କ ମଧ୍ୟରେ ପ୍ରଚାର  ପାଇଁ ପ୍ରତିଯୋଗିତା ଚାଲିଛି  । ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ନିଜ ନିଜର ଭୋଟ ହାତେଇବାପାଇଁ…

 ନୃସିଂହନାଥ ରେ ମାଓ ବ୍ୟାନର ଓ ପୋଷ୍ଟର 

ବରଗଡ :- ସାଧାରଣ ନିର୍ବାଚନ ଆରମ୍ଭ ହେଇ ଯାଇଛି । ନିର୍ବାଚନ ଗତିବିଧି ସାଙ୍ଗକୁ ମାଓବାଦୀ ମାନଙ୍କ ଗତିବିଧି ମଧ୍ୟ ବଢ଼ିବାରେ ଲାଗିଛି।ଗତ କିଛି ଦିନହେଲା ଛତିଶଗଡ଼ ଓଡ଼ିଶାର ସୀମାବର୍ତୀ ଅଂଚଳରେ ମାଓବାଦୀ ମାନେ ସେମାଙ୍କର ଉପସ୍ଥିତ ଜାହିର କରିଛନ୍ତି। ଗତ ରାତି ରେ ନୃସିଂହନାଥ ମନ୍ଦିର ନିକଟରେ…

କଲଭର୍ଟ ପୋଲ ତଳୁ ଲେଣ୍ଡମାଇନ ଜବତ: ୫୦କେଜି ଓଜନର ୨ଟି ଲ୍ୟାଣ୍ଡମାଇନ୍‍ସ ଜବତ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଅଡବା ଥାନାର ଝିଲିକି ଗ୍ରାମ ନିକଟସ୍ଥ ଅନ୍ଧାରଘାଟି ରାସ୍ତାରେ ଏକ କଲଭର୍ଟ ପୋଲ ତଳୁ କଲଭର୍ଟକୁ ଉଡାଇବା ପାଇଁ ଖଞ୍ଜିଥିବା ଲ୍ୟାଣ୍ଡ ମାଇନ ୫୦ କେଜି ଓଜନର ଏବଂ ୫୦ମିଟର ବିଷ୍ପୋରକ ତାର ଠାବ କରି ଜବତ କରିଛନ୍ତି । ଏସପି  ସାରା ଶର୍ମା…

୫ ବର୍ଷ ଭିତରେ ଭୂମିହିନଙ୍କୁ ଜାଗା ଓ ବାସଗୃହ ନିଶ୍ଚିତ ଦିଆଯିବ – ନରସିଂହ

ପ୍ରଚଣ୍ଡ ଖରାରେ ନରସିଂହଙ୍କ ନିର୍ବାଚନୀ ପ୍ରଚାର ଦିନବେଳା ସହରରେ, ରାତିରେ ବ୍ଲକ ଅଞ୍ଚଳ ବଲାଙ୍ଗୀର,୧୦/୦୪.-  ନିର୍ବାଚନ ଅଳ୍ପ ଦିନ ଭୋଟଦାତାମାନେ ସଚେତନ ହୋଇ ଭୋଟ ଦିଅନ୍ତୁ । ଏଠି ଲୋକ ଅଛନ୍ତି ଭୁଆଁ ବୁଲେଇ ଭୋଟ  ମାଗୁଛନ୍ତି । ଖଚ ମିଛ କହି ଭୋଟ ନେଇ ପୁଣି ଲୋକଙ୍କୁ ଅସୁବିଧାରେ…

ସୁନ୍ଦରଗଡ଼ ପୋଲିସକୁ ବଡ ସଫଳତା, 4 ଅଭିଯୁକ୍ତ ଗିରଫ

ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ :-ଟାଉନ ପୋଲିସର ବଡ଼ ସଫଳତା, ସୁନ୍ଦରଗଡ଼ ଜିଲ୍ଲା ଦେଶର ଦୂତୀୟ ଓପେନ୍ କାଷ୍ଟ କୋଇଲା ଖଣି ଭାବେ ପରିଚିତ ହେଲେ ଗୋପାଳପୁର କୋଇଲା ଖଣି ରୁ ପ୍ରତିଦିନ ଟନ ଟନ କୋଇଲା ରାଉରକେଲା, ଝାରସୁଗୁଡା, ସମ୍ବଲପୁର ସହରର ବିଭିନ୍ନ କାରଖାନାକୁ ରପ୍ତାନୀ ହୋଇଥାଏ କିନ୍ତୁ ତା…

ସହାୟତାର ହାତ ବଢ଼ାଇଦେଲେ କୁନି ଝିଅଟା ବଂଚି ଯାଆନ୍ତା 

ବରଗଡ଼ : ବରଗଡ଼  ଜିଲ୍ଲାର ଗାଇସିଲେଟ ବ୍ଲକ ଅନ୍ତର୍ଗତ ବୈଦପାଲି ଗ୍ରାମର ପ୍ରିୟଙ୍କା ସାହୁକୁ ଡାହାଣ ଆଖିରେ କ୍ୟାନ୍ସର ହୋଇଛି |  କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ଡାକ୍ତରଖାନାରେ ଚିକିତ୍ସା ସମ୍ଭବ ହୋଇ ପାରି ନଥିବାରୁ ତାଙ୍କର ଚିକିତ୍ସା ପାଇଁ ମୁମ୍ବାଇ ସ୍ଥିତ ଟାଟା ମେମୋରିଆଲ କ୍ୟାନ୍ସର…