ଗୋ-ସଂରକ୍ଷଣ, ସେବା ଓ ସାମ୍ବିଧାନିକ ମାନ୍ୟତା ଦାବିରେ ଜନଜାଗରଣ ଅଭିଯାନ
ରାଉରକେଲା,(ବସନ୍ତ କୁମାର ଜେନା): ବେଦବ୍ୟାସ ଗୋଶାଳା ସମିତି, ରାଉରକେଲା ଆନୁକୂଲ୍ୟରେ ସୋମବାର ‘ଗୋ-ସମ୍ମାନ ଆହ୍ୱାନ ଦିବସ’ ଅବସରରେ ଏକ ବ୍ୟାପକ ଜନଜାଗରଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉଦିତନଗର ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ଏକ ଗୋ-ସମ୍ମାନ ପଦଯାତ୍ରା ବାହାରିଥିଲା,…