ଜିଲ୍ଲା ସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳିତ : ଭକ୍ତ, ସୂର୍ଯ୍ୟକାନ୍ତ, ସାନ୍ତନୁ ଓ ଉପେନ୍ଦ୍ର ଙ୍କୁ ପ୍ରକୃତି ବନ୍ଧୁ…

ବଲାଙ୍ଗିର/ଟିଟିଲାଗଡ(niroj mishra)-- ଟିଟିଲାଗଡ ସ୍ଥିତ କୁମୁଡା ପାହାଡ ଧବଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ କୁମୁଡା ପାହାଡ ସୁରକ୍ଷା ସମିତି ଆନୁକୂଲ୍ୟରେ ତଥା ଜିଲ୍ଲା ବନ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି…

ବେଆଇନ ମଦ ଦୋକାନ ଉପରେ ପ୍ରଶାସନର ମିଳିତ ଚଢ଼ାଉ : ଦୁଇ ଗିରଫ

 ବରଗଡ / ଝାରବନ୍ଧ :- ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ  କୁମି ଗ୍ରାମ ନିକଟରେ ଝାରବନ୍ଧରୁ ଲାଉଡି ଦରହା ମୁଖ୍ୟ ରାସ୍ତା କଡରେ ଆଜି ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନଙ୍କର ନିର୍ଦେଶରେ ଝାରବନ୍ଧ ଅତିରିକ୍ତ ତହସିଲଦାର ଶ୍ରୀ ପର୍ଶୁରାମ ଆର୍ଯ୍ୟନ ପଣ୍ଡା,  ଜଗଦଲପୁର ଥାନା ଅଧିକାରୀ…

ଲୋଇସିଂହା ବିଧାୟକ ଡ଼ ମୁକେଶ ମହାଲିଙ୍ଗକୁ ସ୍ୱାଗତ ସମ୍ବର୍ଦ୍ଧନା

 ବଲାଙ୍ଗିର/Niroj Mishra :  ବିଧାୟକଭାବେ ଶପଥ ଗ୍ରହଣ ଓ ଅନ୍ୟାନ୍ୟ ଔପଚାରିକତା ସମାପ୍ତି ପରେ ନିଜ ନିର୍ବାଚନମଣ୍ଡଳୀକୁ ଫେରିଛନ୍ତି ନିର୍ବାଚିତ ବିଧାୟକ ଡ଼ ମୁକେଶ ମହାଲିଙ୍ଗ । ଜିଲ୍ଳା ଉପସଭାପତି ରମା ପଧାନଙ୍କ ନେତୃତ୍ୱରେ ଉତ୍ସାହିତ ପୁଇଁତଲା ବ୍ଳକର ଶହସ୍ରାଧିକ ବିଜେପି ଦଳୀୟ…

ଘେଁସ ଶିତଳଷଷ୍ଠୀ: ହିମାଦ୍ରୀ ନଗରକୁ ବର ବେଶରେ ପହଂଚିଲେ ବାବା ସ୍ୱପ୍ନେଶ୍ୱର

ମେଲଛାମୁଣ୍ଡା (ମନୋଜ ଭୋଇ) - ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଘେଁସରେ ଚାଲିଥିବା ଶିବ ପାର୍ବତୀଙ୍କ ଅଲୌକିକ ବିବାହ ପର୍ବ (ଶିତଳ ଷଷ୍ଠୀ) ଯାତ୍ରା ଚଲିତ ବର୍ଷ ୨୩ ତମରେ ପହଂଚି ସାରିଛି । ଯାତ୍ରାର ବୟସ ଯେତେ ଯେତେ ବଢି ଚାଲିଛି ଯାତ୍ରାର ମାହୋଲ  ସହିତ ଆଯୋଜକ ମାନଙ୍କ ମନୋବଳ ମଧ୍ୟ ଆହୁରି…

ବର୍ଷାଦିନିଆ ରୋଗ ପ୍ରତିହତ ଲାଗି ୫ ବିଭାଗ ମିଳାଇଲେ ହାତ

ଭୁବନେଶ୍ୱର(ଶାସକ ପ୍ରଶାସକ) :ଆଗାମୀ ବର୍ଷାଋତୁକୁ ଦୃଷ୍ଟିରେ ରଖି ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ ଓ ଜଣ୍ଡିସ୍‍ ଭଳି ଭେକ୍ଟର ଓ ଜଳ ବାହିତ ରୋଗ ଯେଭଳି ନବ୍ୟାପିବ ସେଥି ଲାଗି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିତ ଉଦ୍ୟମ ଆରମ୍ଭ ହୋଇଛି । ରୋଗର କାରଣ ଓ ନିରାକରଣ ସଂକ୍ରାନ୍ତରେ…

ପ୍ରଦୂଷଣ ବଳୟ ଭିତରେ ସାରା ବିଶ୍ୱ

ଯାଜପୁର ରୁ ସୁବାଷଚନ୍ଦ୍ରନାୟକ  ଗତକାଲି ପାଳନ ହୋଇଯାଇଛି ବିଶ୍ୱ ପଯ୍ୟାବରଣ ଦିବସ | ଗ୍ରାମାଞ୍ଚଳ ଅପେକ୍ଷା ସହରାଂଚଳ ରେ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି | ମଣିଷ ଜୀବନଯାପନ କରିବାପାଇଁ କଷ୍ଟସାଧ୍ୟ ହୋଇପଡିଛି ଏଥିରୁ ବାଦ ପଡିନି ଯାଜପୁର ଜିଲ୍ଲା ର କଳିଙ୍ଗନଗର ଏଠାରେ ବାରଟି…

ମହେନ୍ଦ୍ରଗିରି ସଂସ୍କୃତି ବିକାଶସମିତି ଓ ଜିଲ୍ଲା ବନ ବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଠାରେ ମହେନ୍ଦ୍ରଗିରି ସଂସ୍କୃତି ବିକାଶସମିତି ଓ ଜିଲ୍ଲା ବନ ବିଭାଗର ମିଳିତ ଆନୁକୁଲ୍ୟରେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆର୍ବନ ବ୍ୟାଙ୍କ ପଡିଆ , ପୋଲିସ ରିଜର୍ଭ…

ପାଳନ ହେଉଛି ପରିବେଶ ଦିବସ : ୨୧ନଂ ରାଜ୍ୟ ରାଜପଥରେ ୪ବର୍ଷ ହେଲା ଲାଗିଲାନି ଗଛଟିଏ

ଓଡ଼ଗାଁ : ସାରା ବିଶ୍ୱ ପରିବେଶ ଦିବସ ପାଳନ କରୁଥିବା ବେଳେ ଏହା ସତ ନା ନାମମାତ୍ର ବୋଲି ସାଧାରଣରେ ଭ୍ରମ ସୃଷ୍ଟି କରୁଛି। ବୃକ୍ଷରୋପଣ କେବଳ କାଗଜ କଲମ ମଧ୍ୟରେ ସିମିତ ରହିଥରବାରୁ ସମଘ୍ର ଜୀବସତ୍ତା  ଆଜି ବିପନ୍ନ । ରୁତୁଚକ୍ରରେ ପରିବର୍ତନ ବର୍ତ୍ତମାନ ସମୟର ଆହ୍ୱାନ । କଂକ୍ରିଟ ଦାନବର…

ଅଂଶୁଘାତରେ ଚାଷୀଙ୍କ ମୃତ୍ୟୁ ସନ୍ଦେହ

ରେଢ଼ାଖୋଲ/ ଯଶୋବନ୍ତ ନାରାୟଣ ସାହୁ :: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ କଦଳୀଗଡ ପଞ୍ଚାୟତ ର ବିଶି ପାଲି ଗାଁ ରେ ଅଂଶୁଘାତରେ ଚାଷୀ ଠାକୁର ବିଶି (୪୫)ଙ୍କ ମୁତ୍ୟୁ ଘଟିଛି I ଠାକୁର ନିଜ ଜମିରେ ଦିନ ୧୧ଟାରେ   କାମ କରୁଥିବା ସମୟରେ ହଠାତ୍ ଅସୁସ୍ଥ ହେବାରୁ ତାଙ୍କୁ ଘରକୁ ଅଣାଯାଇଥିଲା I…

ପାରିବାରିକ କନ୍ଦଳ, ୨ ଗିରଫ

ଓଡ଼ଗାଁ, : ଓଡ଼ଗାଁ ଥାନା ଅନ୍ତର୍ଗତ ରଗଡିମଡା ଗ୍ରାମରେ ୨ପରିବାର ମଧ୍ୟରେ ଗଣ୍ଡଗୋଳକୁ କେନ୍ଦ୍ର କରି ମହେନ୍ଦ୍ର କୁମାର ପାତ୍ରଙ୍କ ଅଭିଯୋଗ କ୍ରମେ ଓଡ଼ଗାଁ ପୋଲିସ ୮୯/୧୯ରେ ମାମଲା ରୁଜୁକରି ଆଜି ସକାଳୁ ସେହିଗାଁର ଅଭିଯୁକ୍ତ ମନୋଜ ଭଟ୍ଟ(୩୫), ଜିତେନ୍ଦ୍ର ଭଟ୍ଟ(୪୦)୨ଭାଇଙ୍କୁ ଗିରଫ କରି ଆଜି…