ପ୍ରଧାନମନ୍ତ୍ରୀ ଆବାସ : ଧନୀକୁ ଦୋହରା, ଗରିବକୁ ମିଳୁନି ବାସ
ଡିଆରଡିଏର ଅବସରପ୍ରାପ୍ତ ଜୁନିଅର କ୍ଲର୍କଙ୍କୁ ମିଇଲା ଘର, ଗରୀବ ବାଦ
ବାରିପଦା(ଦିଲ୍ଲୀପ ମହାନ୍ତି )- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନ ନିମନ୍ତେ ନିର୍ଦ୍ଧିଷ୍ଟ କେତେକ ଗାଇଡ଼ ଲାଇନ ରହିଥିବା ବେଳେ ଚୟନ ପ୍ରକ୍ରିୟା ସମୟରେ ଧର୍ମକୁ ଆଖିଠାର ମାରି ଆଇନର ପଛ ଦ୍ୱାର ଦେଇ ଘୋଟାଲ…