ଦାଦନଦୁଃଖ, ଘରଆଗରେ ଶବ ଛାଡ଼ି ମାଲିକ ଫେରାର |

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ, ତାରିଖ-୨୭/୨/୨୬: ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାଲିମେଳା ଥାନା ଅନ୍ତର୍ଗତ ଅମ୍ବାଗୁଡାଗ୍ରାମରେ| ଆଜି ଭୋରସାଢ଼େ ୪ଟା ସମୟରେ ଅମ୍ବାଗୁଡ଼ା ଗ୍ରାମ ର ପଦିଆ ମାଢିଙ୍କ ଶବକୁ ଘରଆଗରେ ଫୋପାଡ଼ି ଦେଇ ମାଲିକ ଫେରାର ହୋଇଯାଇଥିବାର ମୃତକଙ୍କ…

ଭିଜି ଟ୍ରଫି (VIZZY TROPHY) କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଇଷ୍ଟ୍ ଜୋନ୍ ପକ୍ଷରୁ ଖେଳିବେ କେନ୍ଦୁଝରର ସାର୍ଥକ।

କେନ୍ଦୁଝର,ତା୨୭/୨- ବିସିସିଆଇ (ବୋର୍ଡ ଅଫ କଣ୍ଟ୍ରୋଲ ଫର୍ କ୍ରିକେଟ ଇନ୍ ଇଣ୍ଡିଆ) ଆନୁକୁଲ୍ୟରେ ଆୟୋଜିତ ଜାତୀୟସ୍ତରୀୟ ଆନ୍ତଃବିଶ୍ୱବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ “ଭିଜି ଟ୍ରଫି” (VIZZY TROPHY)ରେ ଇଷ୍ଟ ଜୋନ୍ ତରଫରୁ ଖେଳିବା ପାଇଁ କେନ୍ଦୁଝରର ଉଦୀୟମାନ ତରୁଣ କ୍ରିକେଟ ଖେଳାଳୀ…

ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟରେ “ଯୁବ ଉର୍ଜା ନିଯୁକ୍ତି ସଂଯୁକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ…

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର କ୍ୟାରିଅର କାଉନ୍ସେଲିଂ ସେଲ୍, Internal Quality Assurance Cell (IQAC) ଙ୍କ ସମନ୍ୱୟରେ ଏବଂ ଜଗତ ଗୁରୁ କୃପାଳୁ ୟୋଗ ଟ୍ରଷ୍ଟ ଙ୍କ ସହଯୋଗରେ ଯୁଜି ଓ ପିଜି ଅନ୍ତିମ ବର୍ଷର…

ଆସନ୍ତା ମାର୍ଚ୍ଚ ୧ ତାରିଖରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ରେ ଜିଲ୍ଲାସ୍ତରୀୟ “ବିକଶିତ…

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ଜିଲ୍ଲାସ୍ତରୀୟ "ବିକଶିତ ଭାରତ ଯୁବ ସଂସଦ" କାର୍ଯ୍ୟକ୍ରମ ଆସନ୍ତା ମାର୍ଚ୍ଚ ମାସ ୧ ତାରିଖ ଦିନ ବିଭିନ୍ନ…

ଡାକ୍ତରମାନଙ୍କଦରମା ବୃଦ୍ଧି ଘୋଷଣା ପରେ ବିଧାୟକ ଙ୍କୁ କୃତଜ୍ଞତା ଜ୍ଞାପନ କଲେ ଆୟୁଷ ଡାକ୍ତର ସଙ୍ଘ,

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଓଡ଼ିଶା ସରକାରଙ୍କ ଦ୍ଵାରା ଆୟୁଷ ଡାକ୍ତରମାନଙ୍କ ଦରମା ବୃଦ୍ଧି ଘୋଷଣା ପରେ ଆଜି ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ସମସ୍ତ ଆୟୁଷ ଡାକ୍ତର ମିଳିତ ହୋଇ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀଙ୍କୁ ସାକ୍ଷାତ କରି ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ…

କେନ୍ଦ୍ରାପଡ଼ାରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା 2025–26 ସଫଳତାର ସହ ଆୟୋଜିତ ।

 କେନ୍ଦ୍ରାପଡ଼ା:୨୭.୦୨(ପ୍ରଫୁଲ୍ଲ କୁମାର ମଲ୍ଲ) ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ,ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ମିଳିତ ପ୍ରୟାସରେ 25 ଫେବୃଆରୀ 2026 ତାରିଖରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡ଼ିଆ ପ୍ରାଙ୍ଗଣରେ ଜିଲ୍ଲାସ୍ତରୀୟ…

ଆସନ୍ତା ମାର୍ଚ୍ଚ ୫ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ୍…

ମାର୍ଚ୍ଚ ୬ ତାରିଖରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ଭୁବନେଶ୍ୱର, ତା. ୨୬.୦୨.୨୦୨୬ : ଆସନ୍ତା ୫ ତାରିଖରେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ୍ ଶାହଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ…

ଯାତ୍ରୀଙ୍କ ସୁବିଧା ପାଇଁ ଅଧିକ ହୋଲି ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା ।

  ଭୁବନେଶ୍ୱର, ୨୫ ଫେବୃଆରୀ ୨୦୨୬: ଆସନ୍ତା ହୋଲି ଏବଂଦୋଳ ଯାତ୍ରା ପର୍ବ ସମୟରେ ସୁଗମ, ଆରାମଦାୟକ ଏବଂ ଉତ୍ତମ ଯାତ୍ରା ସୁବିଧା ଜାରି ରଖିବା ପାଇଁ, ଭାରତୀୟ ରେଳବାଇ ଅତିରିକ୍ତ ହୋଲି ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା କରିଛି। ଅତିରିକ୍ତ ଯାତ୍ରୀ ଭିଡ଼ ଦୂର କରିବା ଏବଂ ଦେଶର ଗୁରୁତ୍ୱପୂର୍ଣ୍ଣ…

ଓଡ଼ିଶା ଜଳ ଯୋଗାଣ ଓ ପରିମଳ ବୋର୍ଡ (OWSSB)ର ୨୮ତମ ବୋର୍ଡ ବୈଠକ: ପ୍ରଶାସନିକ ଓ କଲ୍ୟାଣକାରୀ ସଂସ୍କାର ପାଇଁ…

ଭୁବନେଶ୍ବର, ୨୬।୦୨:ଓଡ଼ିଶା ଜଳ ଯୋଗାଣ ଓ ପରିମଳ ବୋର୍ଡ (OWSSB)ର ୨୮ତମ ବୋର୍ଡ ବୈଠକରେ ବୃହତ ପ୍ରଶାସନିକ ଓ କଲ୍ୟାଣକାରୀ ସଂସ୍କାର ଅନୁମୋଦିତ ଭୁବନେଶ୍ୱରସ୍ଥିତ ଉନ୍ନତି ଭବନର ସମ୍ମିଳନୀ କକ୍ଷରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା OWSSB ଅଧ୍ୟକ୍ଷ ଡକ୍ଟର କୃଷ୍ଣ ଚନ୍ଦ୍ର…

ଯନ୍ତ୍ରଣା ଜର୍ଜ୍ଜରିତ କୁବେର ପୁରୀର ଅଭିଶପ୍ତ ମଣିଷମାନେ

ମାନ୍ୟବର ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ବିକଳ ଚିତ୍ର କିଏ ପୋଛିବ କୁଣ୍ଢେଇ ଗାଁର ସ୍ଵର୍ଗତ ଶୁକୁରା ମୁଣ୍ଡା ର ଅନାଥ ପିଲାଙ୍କ ଆଖିର ଲୁହ କେନ୍ଦୁଝର- ୨୪/୦୨/୨୦୨୬: କିଏ କହୁଛି , ରାଷ୍ଟ୍ରପତି ପଦ ଦେଇ ଆଦିବାସୀଙ୍କୁ ଆମେ ଅଧିକ ରାଜନୈତିକ ମର୍ଯ୍ୟାଦା ଦେଇଛୁ। ଆଉ କିଏ ପୁଣି…