ମହିଳା ହିଂସା ବିରୋଧି ସଚେତନତାର ଜିଲ୍ଲାସ୍ତରୀୟ ସମାବେଶ ।
ହରଭଙ୍ଗା/ପ୍ରତାପ ମେହେର: ଲୋକ କଳା ବିକାଶ କେନ୍ଦ୍ର , ସରସରା , ଟିଏଚ୍ପି ଇଣ୍ଡିଆ ଓ ଅଲିଭା ମହାସଂଘ ତରଫରୁ ମହିଳା ହିଂସା ବିରୋଧି ସଚେତନତାର ଜିଲ୍ଲା ସ୍ତରୀୟ ସମାବେଶ ଏଲକେବିକେ ଠାରେ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର , ଜିଲ୍ଲା…