ବିଜୁ ଶ୍ରମିକ ସାମୁଖ୍ୟ ପକ୍ଷରୁ ମଇ ଦିବସ ପାଳିତ :ଯୋଗ ଦେଲେ ନବୀନ ପଟ୍ଟନାୟକ।
ସର୍ବନିମ୍ନ ମଜୁରୀ ୮୦୦ ଟଙ୍କାକୁ ବୃଦ୍ଧି ଏବଂ ଆଶାକର୍ମୀ, ଅଙ୍ଗନୱାଡି କର୍ମୀ, ମିଶନ ଶକ୍ତି କର୍ମୀ ଓ କୃଷି ମିତ୍ର ଆଦି ବିଭିନ୍ନ ଯୋଜନା ଭିତ୍ତିକ କର୍ମଚାରୀଙ୍କ ଦାବୀ ପୂରଣ ପାଇଁ ନବୀନ ପଟ୍ଟନାୟକଙ୍କ ଦାବୀ।
ଭୁବନେଶ୍ୱର, : ବିଜୁ ଶ୍ରମିକ ସାମୁଖ୍ୟ ପକ୍ଷରୁ ଆଜି ମଇ ଦିବସ ଭୁବନେଶ୍ୱରରେ…