ଶ୍ରମିକ ଦିବସରେ କମର୍ସିଆଲ୍ ଏଲପିଜି ଦରବୃଦ୍ଧିକୁ ନେଇ ବିଜୁ ଜନତା ଦଳର ତୀବ୍ର ନିନ୍ଦା
ଚାରି ମାସରେ ୬ଥର କମର୍ସିଆଲ୍ ଏଲ୍ପିଜି ଦର ବୃଦ୍ଧି ଚିନ୍ତାଜନକ
ସାଧାରଣ ଲୋକଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ଲଦୁଛି ସରକାର
ଭୁବନେଶ୍ୱର, ୦୧/୦୫/୨୦୨୬: କମର୍ସିଆଲ୍ ଏଲପିଜି ସିଲିଣ୍ଡର ଦରରେ ୯୯୩.୩ ଟଙ୍କା ବୃଦ୍ଧି ସହିତ ସମ୍ପ୍ରତି ହୋଇଥିବା ଏଲପିଜି ଦରବୃଦ୍ଧିକୁ ଦୃଢ଼ ଭାବରେ…