449 ଜଣ ହିତାଧିକାରୀଙ୍କୁ ଆବାସ କାର୍ଯ୍ୟାଦେଶ ଓ 149 ଜଣଙ୍କୁ ଭତ୍ତା 

ବରଗଡ/ପାଇକମାଲ :- ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଜୟ ରଂଜନ ସିଂ ବରିହା , ପଲସଦା , ଭେଙ୍ଗରାଜପୁର , ଓ କେର୍ମେଲାବାହାଲ ପଂଚାୟତ ର 449 ଜଣ ହିତାଧିକାରୀଙ୍କୁ ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର କାର୍ଯାଦେଶ ପ୍ରଦାନ କରିବା ସହିତ ଏହି ତିନି ପଂଚାୟତ ର 149 ଜଣ…

ଲୋକେ କନଫ୍ୟୁଜଡ଼ ଅସଲି କିଏ, ଏସପି ମହୋଦୟ ନଜର ଦେବେକି ?

 ସୋହେଲା ଥାନାରେ ୨ଜଣ ହାବିଲଦାର,ଅସଲ ହାବିଲଦାର କିଏ? ଏଠି କି ମହୁ ଅଛି ଯେ ବଦଳି ପରେ ବି ମୋହ ତୁଟୁନି  ସୋହେଲା(ଶାସକପ୍ରଶାସକ)ବରଗଡ ଜିଲା ସୋହେଲା ଥାନାରେ ଏବେ ଦୁଇ ଦୁଇ ଜଣ ହାବିଲଦାର । ବହୁ ବର୍ଷ ପୂର୍ବେ ଏହି ଥାନାରେ ଏପରି ଦୁଇ ଦୁଇ ଜଣ ଥାନା ଅଧିକାରୀ କାର୍ଯ୍ୟକରି ଚର୍ଚ୍ଚାର…

ମେଲଛାମୁଣ୍ଡା ମହାବିଦ୍ୟାଳୟରେ ଚରିତ୍ର ଗଠନ ସଭା

ମେଲଛାମୁଣ୍ଡା(ମନୋଜ ଭୋଇ) ମେଲଛାମୁଣ୍ଡାସ୍ଥିତ ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଚରିତ୍ର ଗଠନ ପାଇଁ ଏକ ସଭାର ଅୟୋଜନ କରାଯାଇଥିଲା । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନୋଦ ବିହାରୀ ମିଶ୍ରଙ୍କ ସଭାପତୀତ୍ୱରେ ଅନୁଷ୍ଠିତ  ସଭାରେ ପଣ୍ଡିତ…

ପୋଲିସକୁ ଦୁର୍ବ୍ୟବହାର କରି ଯୁବକ ଗଲେ ଜେଲ୍

ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ  ପୋଲିସ୍ କୁ ର୍ଦୁବ୍ୟବହାର କରି ଜଣେ ଯୁବକ ଙ୍କୁ ମହଙ୍ଗା ପଡିଛି I ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା କାର୍ଯ୍ୟରତ ପୋଲିସ୍ ଙ୍କୁ ର୍ଦୁବ୍ୟବହାର କରିବା ଅଭିଯୋଗ ରେ ରେଢାଖୋଲ ଥାନା ପୋଲିସ ଜଣକୁ ଗିରଫ କରିଛି I ଗିରଫ ଅଭିଯୁକ୍ତ ଜଣକ…

ରେଳ ଷ୍ଟେସନରୁ ଉଦ୍ଧାର ହେଲେ ନାବାଳକ ପ୍ରେମୀ ଯୁଗଳ

ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ  ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ରେଳ ସୁରକ୍ଷା ବଳ(ଆରପିଏଫ୍)ସ୍ଥାନୀୟ ରେଳ ଷ୍ଟେସନରୁ ଗତ କାଲି ୨ ଜଣ ନାବାଳକ ପ୍ରେମୀ ଯୁଗଳ ଙ୍କୁ ଉଦ୍ଧାର କରି ତାଙ୍କ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଛନ୍ତି I ଏକ ଟ୍ରେନ ଯୋଗେ ପ୍ରେମୀ ଯୁଗଳ ଦ୍ୱୟ…

ଆବାସିକ ବିଦ୍ୟାଳୟରେ ଶିଶୁଙ୍କ ନିରାପତ୍ତା ପ୍ରସଙ୍ଗ : ଜିଲ୍ଲା ପ୍ରଶାସନ ପକ୍ଷରୁ କର୍ମଶାଳା

ଗୁଣୁପୁର ରୁ ସିଦ୍ଧାର୍ଥ ଦାଶ : ଜିଲ୍ଲା ପ୍ରଶାସନ, ରାୟଗଡ ର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା ଆବାସିକ ବିଦ୍ୟାଳୟ ଗୁଡ଼ିକ ରେ ଶିଶୁ ମାନଙ୍କ ସୁରକ୍ଷା ଅ ନିରାପତ୍ତା କୁ ଗୁରୁତ୍ୱ ଦେବା ସହିତ ଶିଶୁ ମାନଙ୍କ ଉପରେ ହେଉଥିବା ଯୌନ ଶୋଷଣ ନିରୋଧ ଆଇନ - ୨୦୧୨ କୁ ଗୁରୁତ୍ୱ ଦେଇ ବିଦ୍ୟାଳୟ ଅ…

ଭଦ୍ରକ ଜିଲ୍ଲାର ୩ ସାମୁଦ୍ରିକ ଥାନା : ଲାଠିରେ ଆତଙ୍କବାଦୀଙ୍କୁ ମୁକାବିଲା କରିବ ପୋଲିସ ! !

ଭଦ୍ରକ ( ସତ୍ୟଭୂଷଣ ସ୍ବାମୀ ) : ଧାରା ୩୭୦ ଓ ୩୫(ଏ) ଉଛେଦ ପରେ ଜମ୍ମୁ କାଶ୍ମୀରର ପରିବର୍ତ୍ତୀତ ଦୃଷ୍ୟପଟ୍ଟକୁ ନେଇ ପାକିସ୍ଥାନ ବିଚଳିତ । ଯେକୌଣସି ସମୟରେ ଆତଙ୍କବାଦୀଙ୍କୁ ଅସ୍ତ୍ର କରି ଭାରତର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ସୃଷ୍ଟି କରିପାରେ । ସୀମାନ୍ତରେ କଡ଼ା ନିରାପତ୍ତା ବ୍ୟବସ୍ଥା…

ବାରିପଦା ରେ ସିବିଆଇ ଚଢ଼ାଉ : ଟାର୍ଗେଟ ରେ ଆରପିଏଫ, କନେଷ୍ଟବଳ ଗିରଫ !

ବାରିପଦା/ ଦିଲ୍ଲୀପ ମହାନ୍ତି : ରେଳବାଇ ଜାଗା ଉପରେ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା ଲୋକଙ୍କୁ ଧମକାଇ ଟଙ୍କା ନେଉଥିବା ବେଳେ ସିବିଆଇ ଆଜି ବାରିପଦା ଷ୍ଟେସନରେ କାର୍ଯ୍ୟରତ ଜଣେ କନେଷ୍ଟବଳଙ୍କୁ ଗିରଫ କରିଛି । 10000 ଟଙ୍କା ନେଉଥିବା ବେଳେ ଆଜି ରେଡ଼ ହ୍ୟାଣ୍ଡ ଧରିଛନ୍ତି ସିବିଆଇ ।  ଜଣେ…

ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବାରେ ଅଷ୍ଟ୍ରେଲିଆ ମହତ୍ୱପୂର୍ଣ୍ଣ ଭୂମିକା ନେବ – ଧର୍ମେନ୍ଦ୍ର ପ୍ରଧାନ

ଅଷ୍ଟ୍ରେଲିଆର ସମ୍ବଳ ମନ୍ତ୍ରୀ ତଥା ଉତ୍ତର ଅଷ୍ଟ୍ରେଲିଆର ସିନେଟର ଓ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ବୈଠକ  ଭାରତ ସହିତ ସମ୍ପର୍କକୁ ମଜବୁତ୍ କରିବା ପାଇଁ ଅଷ୍ଟ୍ରେଲିଆର ସମ୍ବଳ ମନ୍ତ୍ରୀ ତଥା ଉତ୍ତର ଅଷ୍ଟ୍ରେଲିଆ ସିନେଟର ମାଥ୍ୟୁ କାନାଭନଙ୍କ ସହମତି  ଭାରତର ଉର୍ଜା ସୁରକ୍ଷାର ଆବଶ୍ୟକତାକୁ…

ବରିଷ୍ଠ ସାମ୍ବାଦିକ ମାନସ ମଙ୍ଗରାଜ ହେଲେ ରାଜ୍ୟ ସରକାରଙ୍କ ମେଡିଆ ଓ ପବ୍ଲିକ ରିଲେସନ ପରାମର୍ଶଦାତା 

ଭୁବନେଶ୍ୱର( ଶାସକ ପ୍ରଶାସକ) :ବରିଷ୍ଠ ସାମ୍ବାଦିକ ତଥା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଶ୍ରୀ ମାନସ ମଙ୍ଗରାଜ ରାଜ୍ୟ ସରକାରଙ୍କ ମେଡିଆ ଓ ପବ୍ଲିକ ରିଲେସନ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରୀ ମଙ୍ଗରାଜଙ୍କୁ ଏହି ନିଯୁକ୍ତି ଦେଇଥିବା…