ଅସ୍ଥାୟୀ ଦୋକାନ ଉପରେ ମାଡି ଗଲା  ଟ୍ରକ୍,ଚାଲିଗଲା ୪ ଜୀବନ 

ସମ୍ୱଲପୁର/ ରେଢାଖୋଲ ଉପଖଣ୍ତ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର : ଅସ୍ଥାୟୀ ଦୋକାନ ଉପରେ ଏକ ଟ୍ରକ୍ ମାଡ଼ି ଯାଇଛି । ଯାହା ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଶାସନ ଥାନା ପରମାଣପୁର ଧନୁଯାତ୍ରା ର ମୀନାବଜାରଠାରେ ।…

 ମାତିଛନ୍ତି ବିଦ୍ୟୁତ ଖୁଣ୍ଟ ଚୋରା : ୫ଟି ପୁରୁଣା ଲୁହା ବିଦ୍ୟୁତ ଖୁଂଟ ଉଦ୍ଧାର କଲା ସେସୁ 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର)/ : ଓଡ଼ଗାଁ ସେସୁ ବିଦ୍ୟୁତ୍ କାର୍ଯ୍ୟାଳୟ ଅଧିନସ୍ଥ ସ୍ଥାନୀୟ ସିନେମା ହଲ ଛକ ସନ୍ନିକଟ ପଡିଆ ଜମିମାନଙ୍କରେ ଥିବା ୫ଟି ଥୁଂଟା ବିଦ୍ୟୁତ୍ ଖୁଂଟ କେହି ଦୁର୍ବୁତ କାଟି ନେଇଯିବାକୁ ଉଦ୍ୟମ କରୁଥିବା ବେଳେ ଖବର ପାଇ ସେସୁ କର୍ମଚାରୀ ସେଠାରେ ପଂହଚିଲା ବେଳକୁ ଘଟଣା…

କାଲିଠୁ ଦି ଦିନ ପାଇଁ ଓଡିଶା ଆସୁଛନ୍ତି ସାଂସଦ ରୂପା ଗାଙ୍ଗୁଲି 

ଭୁବନେଶ୍ୱର,(ଶାସକ ପ୍ରଶାସକ ): ଆସନ୍ତାକାଲି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଜ୍ୟସଭା ସାଂସଦ ଶ୍ରୀମତୀ ରୂପା ଗାଙ୍ଗୁଲୀ । ଶ୍ରୀମତୀ ଗାଙ୍ଗୁଲୀ ଆସନ୍ତାକାଲି ଭୁବନେଶ୍ୱର ବିମାନବନ୍ଦରରେ ସକାଳ ୧୦ ଟାରେ ପହଂଚି ହେଲିକପ୍ଟର ଯୋଗେ ନବରଙ୍ଗପୁର ଜିଲ୍ଲା ରାଇଘର ଗସ୍ତ କରିବେ । ଶ୍ରୀମତୀ…

ଧାନ କିଣା ସରିବା ଉପରେ, ଏପଟେ ଚାଷୀଙ୍କୁ ଟୋକନ ମିଳିନି 

ରାଜରାସ୍ତାରେ ଧାନ ବସ୍ତାରଖି ଆନ୍ଦୋଳନ କଲେ ଟୋକନରୁ ବଞ୍ଚିତ ଚାଷୀ ପଦ୍ମପୁର,(ଶାସକ ପ୍ରଶାସକ): ମଣ୍ତି ବନ୍ଦ ହେବା ଉପରେ | ପ୍ରାୟ ସମସ୍ତ ଅଞ୍ଚଳରେ ଧାନ ବିକ୍ରି ଶେଷ ପର୍ଯ୍ୟାୟରେ | ହେଲେ ଏ ଯାଏଁ ନିଜର ଅମଳ ଧାନ ବିକ୍ରି ପାଇଁ ଟୋକନ ପାଇ ନ ଥିବାରୁ ଧାନ ବିକ୍ରିରୁ ବଞ୍ଚିତ ହୋଇଛନ୍ତି…

ପାଇକମାଲରେ ଅତିରିକ୍ତ ଜିଲ୍ଲାପାଳଙ୍କର ଅଭିଯୋଗ ଶୁଣାଣୀ :ମୋଟ 57 ଟି ଅଭିଯୋଗର ଶୁଣାଣି

ବରଗଡ :- ଆଜି ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଠାରେ ଜିଲ୍ଲାପାଲ ଙ୍କର ଅଭିଯୋଗ ଶୁଣାଣି କାର୍ଯକ୍ରମ ନିର୍ଦ୍ଧାରିତ ଥିଲା । କିନ୍ତୁ କୋଣସି କାରଣବଶତଃ ଜିଲ୍ଲାପାଳ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିନଥିଲେ । ଜିଲ୍ଲାପାଳଙ୍କର ସ୍ଥାନରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମିର୍ଦ୍ଧା ଟପ୍ପୋ ଏହି…

 ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ରକ୍ତଦାନ ଶିବିର

ବରଗଡ (ଶାସକ ପ୍ରଶାସକ):- ବରଗଡ ଜିଲ୍ଲାର ପବିତ୍ର ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ଆଜି ମନ୍ଦିର ପରିଚାଳନା କମିଟି ଓ ମାରବାଡି ଯୁବା ମଞ୍ଚ ର ମିଳିତ ଉଦ୍ୟମ କ୍ରମେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିରକୁ ମନ୍ଦିର କାର୍ଯନିର୍ବାହୀ ଅଧିକାରୀ ଶ୍ରୀ…

ପିଟିଦେଲା ଅଜଣା କାର: ତିନି ଗୁରୁତର

ବାରିପଦା(ଦିଲ୍ଲୀପ ମହାନ୍ତି )--ଅଜଣା କାର ଧକ୍କାରେ ୩ ଗୁରୁତ୍ତର। ଦୁର୍ଘଟଣା ଘଟାଇବା ପରେ  କାର ଚାଳକ ଦୃତ ବେଗରେ କାର ଚଳାଇ ଫେରାର ହୋଇଯାଇଥିଲା । ଘଟଣାଟି ବାରିପଦା ସଦର ଥାନା ଅନ୍ତର୍ଗତ ଜମ୍ଭୀରଡିହା ଛକ ନିକଟରେ ଘଟିଛି। ଦୁଇଟି ସାଇକେଲରେ ଶଙ୍ଖାଭଙ୍ଗା ହାଟରୁ ଫେରୁଥିବା ବେଳେ ଗୋଟିଏ…

ଅଟୋକୁ ସାମନା ପଟୁ ଧୋକା ଦେଲା ବୋଲେରୋ : ଜଣକ ପ୍ରାଣହାନୀ, ତିନି  ଆହତ 

ଘୁ.ଉଦୟଗିରି/ଗଗନ ପ୍ରଧାନ  : କନ୍ଧମାଳ ଜ଼ିଲ୍ଲା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଡୁଗୁଡି ଠାରେ ଅଟୋକୁ ସାମନା ପଟୁ ଧକ୍କା  ଦେଲା ବୋଲେରୋ I ଏହି ମର୍ମନ୍ଦୁତ ସଡ଼କ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଗୁରୁତର ଆହତ ହୋଇଛନ୍ତି I ମୃତ ବ୍ୟକ୍ତି ଜଣକ ରାଇକିଆ ବ୍ଲକ…

ସଙ୍କଟରେ ଗଜରାଜ : ପୁଣି ଏକ ହାତୀଛୁଆାର ମୃତ୍ୟୁ

ରେଢାଖୋଲ ଉପଖଣ୍ତ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ: ରେଢାଖୋଲ : ପୁଣି ଏକ ହାତୀ ଛୁଆାର ମୃତ୍ୟୁ ଘଟିଛି । ରେଢାଖୋଲ ବ୍ଲକ ବଡମାଳ ରେଞ୍ଜ ଅଧିନସ୍ଥ ଶାଗଝୁରି ବିଟ୍‌ରେ ଏହି ଦୁର୍ଘଟଣା ଘଟିଛି । ବଡମାଳ ନିକଟସ୍ଥ କଉଡିଆପାଲି ଖସଡା ଜଙ୍ଗଲରେ ଏହି ହାତୀ ଛୁଆର ମୃତଦେହ ଜଙ୍ଗଲ ବିଭାଗ ଜବତ…