ଗୁଣପୁର ରେ ଶିଶୁ ମହୋତ୍ସବ ର ଚୁଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଶିଶୁ ମାନଙ୍କ ପ୍ରତିଭା ଓ ସେମାନଙ୍କ ମାନସିକ ବୌଦ୍ଧିକ ବିକାଶ ନିମନ୍ତେ ଗୁଣପୁର ରେ ଶିଶୁ ଉତ୍ସବ କରିବା ସକାଶେ ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ନିକଟ ବିଦ୍ୟାନିକେତନ ଆମ୍ଭ ତୋଟା ଠାରେ ଗୁଣୁପୁର ସହରର ବହୁ ବୁଦ୍ଧିଜୀବୀ, ସରକାରୀ ବେସରକାରୀ…