ରେଳବାଇର ଡ଼ିସକାଉଣ୍ଟ ଅଫର : ଅପ ଟୁ ଫିଫ୍ଟି ପରସେଣ୍ଟ
ଦିଲ୍ଲୀ : ରେଳବାଇ ଆଣିଛି ଅଫର | ଲୋକଙ୍କୁ ଦେବା ଟ୍ରେନ ଟିକେଟରେ ରିହାତି | ଆଉ ଏଇମାସ ଶେଷ ଆଡକୁ ଲାଗୁ ହେବ ଏହି ଡ଼ିସକାଉଣ୍ଟ ଅଫର | ଆଉ ଏହି ଡ଼ିସକାଉଣ୍ଟ ଶତାବ୍ଦୀ, ଗତିମାନ, ତେଜସ, ଡବଲ ଡେ଼କାର, ଇଣ୍ଟରସିଟି ଟ୍ରେନ ଆଦିରେ ଥିବା ଏସି ଚେୟାର କାର ଆଉ ଏକଜେକ୍ୟୁଟିଭ ଚେୟାର କାର ପାଇଁ…