ଉତ୍କଳ ଆଲୁମିନା ପକ୍ଷରୁ ବ୍ଲକ୍ ସ୍ତରୀୟ ଗ୍ରାମୀଣ ଭଲିବଲ୍ ଟୁର୍ଣ୍ଣାମେଂଟ୍ ଆୟୋଜିତ

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍ର ପ୍ରମୁଖ ଧାତବ କଂପାନି ତଥା ହିଣ୍ଡାଲ୍କୋର ସମ୍ପୂର୍ଣ୍ଣ ସହଯୋଗୀ ସଂସ୍ଥା ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ (ୟୁଏଆଇଏଲ୍) ପକ୍ଷରୁ ପାରିପାଶ୍ୱିର୍କ ଅଂଚଳର ଗ୍ରାମୀଣ କ୍ରୀଡ଼ା ଓ ସଂସ୍କୃତିର ପ୍ରସାର କରିବା ଲାଗି ରାୟଗଡ଼ା ଜିଲ୍ଲାର କାଶିପୁର…

  ଦଶମ ଚାଲେଞ୍ଜର  କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ  ଉଦଯାପିତ : କୁଚିପାଲି ଦଳ ଚଂପିଆନ

ମେଲଛାମୁଣ୍ଡା(ମନୋଜ ଭୋଇ) ମେଲଛାମୁଣ୍ଡାସ୍ଥିତ ଦିଲଖୁସ ଗ୍ରାଉଣ୍ଡରେ ଜୟ ହନୁମାନ ଆଥେଲେଟିକ କ୍ଳବ ଅନୁକୁଲ୍ୟରେ ପାଂଚ ଦିନ ବ୍ୟାପି ଚାଲିଥିବା ଦଶମ ଚାଲେଞ୍ଜର କପ ୨୦୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି । ଟୁର୍ଣ୍ଣମେଂଟରେ କଚିପାଲି ଦଳ ଚଂପିଆନ ହୋଇଥିବା ବେଳେ…

ମେଲଛାମୁଣ୍ଡାରେ ସାମୁହିକ ସାଧାରଣତନ୍ତ୍ର ଦିବସ

ମେଲଛାମୁଣ୍ଡା,(ମନୋଜ ଭୋଇ ) ମେଲଛାମୁଣ୍ଡାସ୍ଥିତ ଖେଳପଡିଆ ପରିସରରେ ଜୟ ହନୁମାନ କ୍ଳବ ଅନୁକୁଲ୍ୟରେ ୭୧ ତମ ସାମୁହିକ ସାଧାରଣତନ୍ତ୍ର ଦିବସ ଓ ପ୍ୟାରେଡ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମେଲଛାମୁଣ୍ଡା ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପ୍ରାଥମିକ…

“ଯେବେ ସ୍ପର୍ଶ କରିବୁ ତୁହି ଯମୁନାର ଜଳ, ମୂର୍ଦ୍ଧନା ଫାଟି ମରିଯିବୁ ତୁହି”

ଆରମ୍ଭ ହେଲା ପ୍ରବଳ ପ୍ରତାପୀ କଂସଙ୍କ ଦୌରାତ୍ମ୍ୟ , ସ୍ତନେ ବିଷ ଭରି ପୁତନା ଗୋପ ମୁହାଁ  ଗାଇସିଲେଟ/କେଦାର ନାଥ ସାହୁ ବରଗଡ଼  :ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲିର ୩୬ତମ ବୋଡାସମ୍ବର ବିରାଟ ଧନୁଯାତ୍ରା ମହୋତ୍ସବର ଆଜି ଚତୁର୍ଥ  ଦିବସରେ ମହାରାଜ କଂସାସୁର କୃଷ୍ଣଙ୍କୁ ନିଧନ…

 “ଦେଶର ସାର୍ବଭୌମତ୍ୱ ରକ୍ଷା କରିବା ସମସ୍ତ ନାଗରିକଙ୍କ ଅଧିକାର ” । 

ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ , ସମ୍ବର୍ଦ୍ଧିତ ହେଲେ ଶ୍ରେଷ୍ଠ ସାମ୍ବାଦିକ  ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଜୁ ପଟ୍ଟନାୟକ ମିନିଷ୍ଟାଡିୟମରେ ଉପଖଣ୍ଡ ସ୍ତରୀୟ ଜାନୁଆରୀ ୨୬ତାରିଖ ଦିନ ୭୧ ତମ ସାଧାରଣତନ୍ତ୍ର…

ଖଣ୍ଡହତା ହାଇସ୍କୁଲର ୩୪ ତମ ବାର୍ଷିକ ଉତ୍ସବ ।

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଇନ୍ଦିରାଗାନ୍ଧୀ ହାଇସ୍କୁଲ ର ୩୪ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ପ୍ରଧାନ ଶିକ୍ଷକ ଅଖୋଜ ପଧାନ ଙ୍କ ଅଧ୍ୟକ୍ଷତାରେ ସୁବର୍ଣ୍ଣପୁର ଜିଲା ଶିକ୍ଷା…

ସୁବଳୟା ରେ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ ।

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ୭୧ ତମ ସାଧାରଣତନ୍ତ୍ର ଦିବସ ସୁବଳୟା କଲେଜ ପଡିଆରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ବୀରମହାରାଜପୁର ତହସିଲଦାର ସୂର୍ଯ୍ୟୋଶୁଂ ରୁଟ ମୁଖ୍ୟ ଅତିଥି ଭାବେ ଯୋଗଦେଇ…

ମିଳିତ କ୍ରିୟାନୁଷ୍ଠାନ କମିଟୀ,ପଦ୍ମପୁର ପକ୍ଷରୁ ଯୋଜନା ବୈଠକ ତଥା ବନ୍ଧୁ ମିଳନ

 ପଦ୍ମପୁର /ଶାସକ ପ୍ରଶାସକ : ମିଳିତ କ୍ରିୟାନୁଷ୍ଠାନ କମିଟୀ,ପଦ୍ମପୁର ପକ୍ଷରୁ ଏକ ଯୋଜନା ବୈଠକ ତଥା ବନ୍ଧୁ ମିଳନ ପଦ୍ମପୁର ଦିଲ୍ଲୀପ କଲ୍ୟାଣ ମଣ୍ଡପ ଠାରେ କମିଟୀର ସଭାପତି ମନୋରଞ୍ଜନ ସିଂ ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ପଦ୍ମପୁର ଓଏସଆରଟିସିର କର୍ମଚାରୀ ମାନଙ୍କ…

ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ମହିଳା ସ୍ନାତକ ମହାବିଦ୍ୟାଳୟରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼.ରିନା ସାହୁ ଜାତୀୟ ପତକା ଉତ୍ତୋଳନ କରି ବିଧାୟକ ସଭା ଓ  ସାମ୍ବିଧାନିକ ସଭା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏଥିରେ ମହାବିଦ୍ୟାଳୟର…