ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ:

କେନ୍ଦୁଝର,ତା୨/୩- କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲ୍ ଠାରେ ଆଜି ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ବିଭାଗୀୟ ଅଧିକାରୀ ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ ଲୋକଙ୍କ…

ଜିଲ୍ଳା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବୈଠକ ଅନୁଷ୍ଠିତ।

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଅଦ୍ୟ ତା ୦୨.୦୩.୨୦୨୬ ରିଖ ମାଲକାନଗିରି ସଦର ସ୍ଥିତ ଶିକ୍ଷକ ଭବନ ଠାରେ ମାଲକାନଗିରି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନିର୍ବାଚନ ନିମନ୍ତେ ସାମ୍ବିଧାନିକ ବୈଠକ ଅନୁଷ୍ଠିତ ହୋଇ ଥିଲା l ନିର୍ବାଚନ କୁ ପରିଚାଳନା କରିବା ନିମନ୍ତେ ରାଜ୍ୟ ସଂଘର ଏ ୟୁ…

ପୋଡୁଚାଷ ପାଇଁ ପଦା ହେଉଛି ଜଙ୍ଗଲ: ଦୁର୍ଗମ ଅଞ୍ଚଳ ଆଳ ଦେଖାଇ ବନ ବିଭାଗ ନିରବ

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:  ୨/୩: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଏବଂ କାଲିମେଳା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପୋଡୁଚାଷ ପାଇଁ ବେଧଡ଼କ ଗଛକଟା ଚାଲିଛି ସଂରକ୍ଷିତ ଜଙ୍ଗଲରେ ଥିବା ମୂଲ୍ୟବାନ ଗଛକୁ ସ୍ଥାନୀୟ ଲୋକେ ଚାଷ ଆଳରେ କାଟିବାରେ ଲାଗିଛନ୍ତି। ଅନ୍ୟପଟେ ନକ୍ସଲ ଭୟ…

ନିଖିଳ ଉତ୍କଳ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧୂକାରୀ ସଂଘର ଜିଲ୍ଲା ସ୍ତରୀୟ ସମ୍ମିଳନୀ

 ଅଶୋକ ମହାରଣା ସଭାପତି ଓ ଜୟନ୍ତ ପାଢ଼ୀ ସମ୍ପାଦକ ନିର୍ବାଚିତ ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:  : ମାଲକାନଗିରି ଜିଲ୍ଲା ନିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧୂକାରୀ ସଂଘର ଜିଲ୍ଲାସ୍ତରୀୟ ସମ୍ମିଳନୀ ମାଲକାନଗିରି ସ୍ଥିତ ସତୀଗୁଡ଼ା ଡ୍ୟାମ୍ ସାଇଡ ଠାରେ ଅନୁଷ୍ଠିତ ହୋଇଯାଇଛି।…

ଯୁବକଙ୍କୁ ଗୁଳି କରି ଅଭିଯୁକ୍ତ ଫେରାର।

ପୁରୁଷୋତ୍ତମ ଥାନା ଅନ୍ତର୍ଗତ ସୁଣ୍ଡିବାଙ୍କ ଗ୍ରାମ ନିକଟରେ ସାଗର ବେହେରା ନାମକ ଜଣେ ଯୁବକ କୁ ଗୁଳିମାଡ଼ ହୋଇଛି। ଗୁରୁତର ଆହତ ସାଗର ର ଘର ନିକଟସ୍ଥ ଅରଖପୁର ଓ ଆଜି ସକାଳେ ଦୁଇ ଜଣ ଯୁବକ ଆସି ଗୁଳି କରିଥିବା ସାଗର କହିଛନ୍ତି। ତାଙ୍କର ଡାହାଣ ଗୋଡ଼ରେ ୨ଟି ଗୁଳି ବାଜିଥିବା ବେଳେ ବ୍ରହ୍ମପୁର…

ମାର୍ଚ୍ଚ ୫ ତାରିଖରେ ଆନନ୍ଦ ଉଲ୍ଲାସରେ ରାଜ୍ୟବ୍ୟାପୀ ପାଳିତ ହେବ ୧୧୦ତମ ବିଜୁ ଜୟନ୍ତୀ: ବିଜେଡି

ସମୃଦ୍ଧ ଓଡିଶା ଗଠନରେ ବିଜୁ ବାବୁଙ୍କ ଭୂମିକା ପ୍ରସଙ୍ଗରେ ଆଲୋଚନା ଚକ୍ର ଶ୍ରଦ୍ଧା ସୁମନ ଅର୍ପଣ ସହିତ ରକ୍ତଦାନ ଶିବିର ଆୟୋଜିତ ହେବ ଭୁବନେଶ୍ୱର, ୦୨/୦୩/୨୦୨୬: ପ୍ରତିବର୍ଷ ପରି ଏ ବର୍ଷ ମାର୍ଚ୍ଚ ୫ ତାରିଖରେ ରାଜ୍ୟବ୍ୟାପୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ…

ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏସଓପି ଜାରି

ଭୁବନେଶ୍ୱର, ୨ ମାର୍ଚ୍ଚ, ୨୦୨୬: ରାଜ୍ୟରେ ଆଗାମୀ ଦିନର ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କ ପାଇଁ ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛି। ଏନେଇ ବିଶ୍ୱବିଦ୍ୟାଳୟର ରେଜିଷ୍ଟାର ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ…

ରାସ୍ତା ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର ଆହତ।

ସଦର ଥାନା ଅନ୍ତର୍ଗତ ଲାଞ୍ଜିଆ ବାଳକୃଷ୍ଣ ପୁର ଗ୍ରାମ ମୁଖ୍ୟ ରାସ୍ତାରେ ଦିଗପହଣ୍ଡି ବାଙ୍କେଶ୍ଵରୀ ମନ୍ଦିର ରୁ ପ୍ରସାଦ ସେବନ କରି ଫେରୁଥିବା ଦୁଇ ଜଣ ମୋଟରସାଇକେଲ ଆରୋହୀ ଙ୍କୁ ଗୋଟିଏ ବୋଲେରୋ ଗାଡ଼ି ଧକ୍କା ଦେଇ ଘଟଣାସ୍ଥଳରୁ ଦୃତ ଗତିରେ ପଳାଇଥିବା ଜଣାପଡ଼ିଛି। ଦୁର୍ଘଟଣାଗ୍ରସ୍ତ…

କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ୩୬ ତମ ଜନ୍ମ ଜୟନ୍ତୀ କୁଲାଡ଼ ମଞ୍ଜ ମଣ୍ଡପ ଠାରେ ଦୁଇଦିନ ଧରି ସମାରୋହରେ ଅନୁଷ୍ଠିତ

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ୩୬ ତମ ଜନ୍ମ ଜୟନ୍ତୀ କୁଲାଡ଼ ସ୍ଥିତ ଭଞ୍ଜ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ମହାଆଡମ୍ବରରେ ଦୁଇ ଦିନ ଧରି ଅନୁଷ୍ଠିତ ହେଉଛି । ଓଡିଶା…

ବିଶ୍ଵବିଳ୍ପବ ମେମୋରିଆଲ କ୍ରିକେଟ ଟୁର୍ଣାମେଣ୍ଟ।

ଡିଡି ଇଲେଭେନ ଭଦ୍ରକ ଚମ୍ପିୟାନ।  ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ରେ ସ୍ଥାନୀୟ ଏକୋଇଶି ନମ୍ୱର ୱାର୍ଡ ର ଦେଉଳି ଠାରେ ସନ ରାଇଜ କ୍ଲବ୍ ଆନୁକୁଲ୍ୟ ରେ ତିନି ଦିନିଆ କ୍ରିକେଟ ଖେଳ ର ଉଦ୍ ଜାପାନୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ତିନି ଦିନ ରେ ମୋଟ ଆଠ ଟି ଟିମ୍ ଅଂଶ…