ଭତ୍ତା ଓ ଆବାସ ଯୋଜନାର  କାର୍ଯ୍ୟାଦେଶ ବଣ୍ଟନ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ସ୍ଥିତ ବ୍ଲକ କାର୍ଯ୍ୟାଳୟ ପରିସରରେ  ବୃଦ୍ଧ ବୃଦ୍ଧାଙ୍କୁ ଭତ୍ତା ଓ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।    ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ,  ପାରଳାଖେମୁଣ୍ଡି ବିଧାୟକ …

ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତର ଅନ୍ତିମ ଦିନରେ ଧର୍ମେନ୍ଦ୍ରଙ୍କ ସହ କତାର ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ଭାରତ-କତାର ହାଇଡ୍ରୋକାର୍ବନ ସମ୍ପର୍କ ଆହୁରି ମଜବୁତ୍ ହେବ - ଧର୍ମେନ୍ଦ୍ର ପ୍ରଧାନ କତାର/ଭୁବନେଶ୍ୱର, – ବିଭିନ୍ନ କ୍ଷେତ୍ର ବିଶେଷ ଭାବରେ ହାଇଡ୍ରୋକାର୍ବନ କ୍ଷେତ୍ରରେ ଭାରତ ଓ କତାର ମଧ୍ୟରେ ପାରସ୍ପରିକ ସହଯୋଗକୁ ମଜବୁତ୍ କରିବା ପାଇଁ କତାରର ପ୍ରଧାନମନ୍ତ୍ରୀ ସମ୍ମତି ଜଣାଇବା ଫଳରେ ଏବେ…

ରସାତଳକୁ ଯାଉଛି ବାହାଡାଝୋଲାର ଐତିହ୍ୟ ସମ୍ପନ୍ନ ହାଟ 

ପ୍ରଶାସନ ନିଦା ବିଷ୍ଣୁ, ଜବରଦଖଲକାରୀଙ୍କ କବ୍ଜାରେ ଜମି  କୃଷକ ବଜାର ପିଣ୍ଡିରେ ଚାଲିଛି ବେଆଇନ ସ୍ଥାୟୀ ଗୃହ ନିର୍ମାଣ   ଅଫିସ ବାହାଡାଝୋଲାରେ, କର୍ମଚାରୀ ନୟାଗଡରେ  ଓଡ଼ଗାଁ : ବାହାଡାଝୋଲା ସାପ୍ତହିକ ହାଟ ଶହଶହ ବର୍ଷଧରି କେବଳ ନୟାଗଡ ଜିଲ୍ଲା ନୁହେଁ ଅବିଭକ୍ତ ପୁରୀ, କଟକ ଓ ଗଞ୍ଜାମ…

ସୋନାଲି ହଜିବାକୁ ବିତିଲା  ୪ଦିନ: ଖୋଜି ଖୋଜି ପୋଲିସ ନାକେଦମ 

ଓଡଗାଁ :ଓଡଗାଁ ଥାନା ସାକେରୀ ହରିଜନ ସାହିରୁ ନିଖୋଜ ହୋଇଥିବା ୩ ବର୍ଷର ଝିଅ ସୋନାଲିକୁ ୪ ଦିନ ଗଲା ପରେବି ନପାଇ ଓଡଗାଁ ପୋଲିସ ନାକେଦମ ହୋଇ ସାରିଲାଣି । ଅନେକ ଛାନଭିନ କରିବା ପରେ ମଧ୍ୟ ତାର ପତ୍ତା  ନମିଳିବାରୁ ଏହା ପୋଲିସ ପାଇଁ ଏକ ମସ୍ତବଡ ଚାଲେଞ୍ଜ ଭାବେ ଉଭା ହୋଇଛି । ବାରମ୍ବାର ପୋଲିସ…

ମଦୁଆ ଗାଡି ଚାଳକଙ୍କୁ ନିସ୍ତାର ନାହିଁ :ସାବାଡ କରିବାକୁ ପଣକରିଛି ରାୟଗଡ ପୋଲିସ 

ବୁଧବାର ସନ୍ଧ୍ୟାରେ ଯାଞ୍ଚ କରିଥିବା ୧୧୨ ଜଣଙ୍କ ମଧ୍ୟରୁ ୪ ମଦୁଆ  ରାୟଗଡ : ବୁଧବାର  ରାତିରେ ରାୟଗଡ ଆରକ୍ଷୀ ଅଧିକ୍ଷକ ଡଃ. ସର୍ବଣା ବିବେକ ଏମଙ୍କ ନିର୍ଦ୍ଦେଶ  କ୍ରମେ ରାୟଗଡ ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ ଓ ଚାନ୍ଦିଲି ଥାନା ଅଧିକାରୀ ଅଜିତ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ମଦୁଆ…

ନୂତନ ଟ୍ରାଫିକ୍ ନିୟମ ନେଇ ସଚେତନତା :  ଦୃତ ଗାଡି ଚାଳନା ଉପରେ ଅଙ୍କୁଶ ଦାବି 

ଘୁ. ଉଦୟଗିରି : ରାଇକିଆ ଥାନା ପକ୍ଷରୁ ଥାନା ପରିସରରେ ଥିବା ଅଭ୍ୟର୍ଥନା ଗୃହରେ ଗୁରୁବାର ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକଟିକୁ ନୂତନ ଥାନା ଅଧିକାରୀ ଅଲେଖ ଗରଡିଆ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ସମିତି ଅଧ୍ୟକ୍ଷା ମାନିନୀ ପ୍ରଧାନ,…

ଶାନ୍ତନୁ ବିଶ୍ୱାଳଙ୍କର ସ୍ମୃତି ରେ ଶ୍ରଦ୍ଧାଞ୍ଜଳି ସଭା ଓ ଵୃକ୍ଷରୋପଣ

ବରଗଡ :- ସ୍ବର୍ଗତ ଶାନ୍ତନୁ ବିଶ୍ୱାଳ , କେବଳ ଜଣେ ସାମ୍ବାଦିକ ନଥିଲେ ସେ ଥିଲେ ଜଣେ ପ୍ରକୃତି ପ୍ରେମୀ , ପ୍ରକୃତି ସହିତ ଥିଲା ତାଙ୍କର ନିବିଡ଼ ସମ୍ପର୍କ । ମୁଖ୍ୟତଃ ଗନ୍ଧମାର୍ଦ୍ଦନ ପର୍ବତ ଓ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ପ୍ରତି ରହିଛି ତାଙ୍କର ଅନେକ ଅବଦାନ ।ନୃସିଂହନାଥ…

ଜିଲ୍ଲା ସ୍ତରୀୟ ରୋଲ-ପ୍ଲେ  ପ୍ରତିଯୋଗିତା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦୃତ ଜନସଂଖ୍ୟା ବୃଦ୍ଧି ନିୟନ୍ତ୍ରଣ ଓ କୌଶର ଶିକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ନାଟକ ଗୃହ ଠାରେ   ଜିଲ୍ଲା ଶିକ୍ଷା କାର୍ଯ୍ୟଳୟ ପକ୍ଷରୁ ଗଜପତି ଜିଲ୍ଲା ସ୍ତରୀୟ…

ଜାତୀୟ କୃଷି ବଜାର ସମ୍ପର୍କିତ ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଗ୍ରାମୀଣ ଆତ୍ମ ନିଯୁକ୍ତି  ପ୍ରଶିକ୍ଷଣ କେନ୍ଦ୍ର ଠାରେ  ଗଜପତି ଜିଲ୍ଲା ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଚାଷୀ ଉତ୍ପାଦକ ସଙ୍ଗଠନ , ବ୍ୟବସାୟୀ ଓ ପ୍ରକ୍ରିୟାକାରୀ ଙ୍କ ପାଇଁ ଜାତୀୟ କୃଷି ବଜାର  ସମ୍ପର୍କିତ ପ୍ରଶିକ୍ଷଣ ଓ ସଚେତନତା…

ଝରଣା ଘାଟିରେ ପାହାଡ଼ ଧସୁଛି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ନୁଆଗଡ଼ ବ୍ଲକ ଅନ୍ତର୍ଗତ କେରଡାଙ୍ଗ ଗ୍ରାମ ଠାରୁ ନୁଆଗଡ଼ ଯିବା ରାସ୍ତା ମଧ୍ୟରେ ଥିବା  ଝରଣା  ଘଟିରେ  ପାହାଡ଼  ଧସି ରାସ୍ତାରେ ପଡୁଛି, ଫଳରେ ସୋମବାର ଦିନ ସେହି ଘାଟି ରାସ୍ତାରେ ୫ ଘଣ୍ଟା ଧରି ଯାନବାହାନ ଚଳାଚଳ ବନ୍ଦ ରହିଥିଲା…