ଜୁନାଗଡ ପୁଲିସକୁ ମିଳିଲା ବଡ ସଫଳତା
କପାଚାଷୀଙ୍କ ଠାରୁ ଛ ଲକ୍ଷ ଲୁଟ ଓ ଘଟଣାର ପର୍ଦ୍ଦାଫାସ, ୪ ଗିରଫ
ଜୁନାଗଡ / ଆଦିତ୍ୟ ମହାନ୍ତି : ଗତ ଜାନୁୟାରୀ ମାସ ନ ତାରିଖରେ ଜୁନାଗଡ ଥାନା ବୋରଗୁଡା କପାଚାଷିଙ୍କ ଠାରୁ ଛଅ ଲକ୍ଷ ଟଙ୍କା ଲୁଟ୍ ଓ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଚାରି ଜଣ ଲୁଟେରାକୁ ଗିରଫ କରିବାରେ ସଫଳ ହୋଇଛି…