ହିଂସାମୁକ୍ତ ସମୃଦ୍ଧ ଓଡ଼ିଶା ପାଇଁ ନିଶା ନିବାରଣ ଜରୁରୀ: ମଦମୁକ୍ତି ଅଭିଯାନ

 ଭୁବନେଶ୍ୱର: ହିଂସା ସହିତ ନିଶା ଜଡ଼ିତ । ନିଶା ନିବାରିତ ନ ହେଲେ ହିଂସା କମିବ ନାହିଁ । ଏ ପରିପ୍ରେକ୍ଷୀରେ ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସ୍ଥାନିତ କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହାକୁ ଓଡ଼ିଶା ମଦମୁକ୍ତି…

ଚାଷୀଙ୍କ ଠାରୁ  ନିଜେ ଅଭିଯୋଗ ଶୁଣିବେ ଓଡିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ।

କାର୍ଯ୍ୟାଳୟରେ ଭେଟି ଦେଇପାରିବେ, ନହେଲେ  ଇ-ମେଲ ଯୋଗେ ବି ଜଣାଇ ପାରିବେ ଅଭିଯୋଗ ।   ଭୁବନେଶ୍ୱର :  ଓଡିଶା ଉଠା ଜଳସେଚନ ନିଗମର ନୂତନ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ନିଗମର କାର୍ଯ୍ୟ ପ୍ରଣାଳୀକୁ ତ୍ୱରାନ୍ୱିତ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ୫-ଟି…

“ରାଜ୍ୟରେ ଚିକିତ୍ସକମାନେ ଏମ୍ସ ତୁଳନାରେ ଅଧିକ ବେତନ ଓ ପ୍ରୋତ୍ସାହନ ପାଉଛନ୍ତି” 

ଓଡିଶାର ସ୍ୱାସ୍ଥ୍ୟସେବା ମାନବ ସମ୍ବଳ ନୀତି ପ୍ରଶଂସନୀୟ : ଡ଼ ମେହେର୍ଦ୍ଦା   ଭୁବନେଶ୍ୱର(ଶାସକ ପ୍ରଶାସକ)-  ଓଡିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ମାନବ ସମ୍ବଳ (ଏଚ୍‍ଆର) ନୀତି ଅନ୍ୟ ବହୁ ରାଜ୍ୟ ଏପରିକି କେନ୍ଦ୍ରୀୟ ସଂସ୍ଥା ଗୁଡିକ ଠାରୁ ଭଲ । ଏଠାରେ…

ରାଜ୍ୟରେ ପ୍ରତିଷ୍ଠା ହେବ ୨୪ଟି ଫାଷ୍ଟ ଟ୍ରାକ୍ ସ୍ୱତନ୍ତ୍ର କୋର୍ଟ : ଆଇନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା

  ଭୁବନେଶ୍ୱର : ରାଜ୍ୟରେ ଖୁବ୍ ଶୀଘ୍ର ୨୪ଟି ଫାଷ୍ଟ ଟ୍ରାକ୍ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା କରାଯିବ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି | ମାନ୍ୟବର ଉଚ୍ଚତମ ନ୍ୟାୟାଳୟ(ସୁପ୍ରିମ୍ କୋର୍ଟ)ଙ୍କ ନିର୍ଦ୍ଦେଶ…

ଭାରତ-ମଙ୍ଗୋଲିଆ ଦ୍ୱିପାକ୍ଷିକ ସହଯୋଗ ଦୁଇ ଦେଶର ଅର୍ଥନୀତିକୁ ମଜବୁତ୍ କରିବ – ଧର୍ମେନ୍ଦ୍ର ପ୍ରଧାନ

ଭାରତ-ମଙ୍ଗୋଲିଆ ବ୍ୟବସାୟିକ ବୈଠକରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ନୂଆଦିଲ୍ଲୀ/ଭୁବନେଶ୍ୱର, –୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଙ୍ଗୋଲିଆ ଗସ୍ତ ପରେ ପରେ ଭାରତ ଓ ମଙ୍ଗୋଲିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ମଜବୁତ୍ ହୋଇଛି । ଦୁଇ ଦେଶର ଋଣନୈତିକ ସହଯୋଗ ଦ୍ୱିପାକ୍ଷିକ…

ହମ୍ପସ ସାଜିଲା ଯମ : ନେଲା ଛାତ୍ରଙ୍କ ଜୀବନ 

ସୋହେଲା(ଶାସକ ପ୍ରଶାସକ)-ସ୍ଥାନୀୟ ଡିଗ୍ରୀ କଲେଜରେ ପଢ଼ୁଥିବା ବରଗଡର ଯଶୋବନ୍ତ ମେହେର ନାମକ ଜଣେ ଛାତ୍ର ଆଜି କଲେଜରୁ ପାଠ ପଢି ସାରି ଅଢେଇଟା ସମୟରେ ତାଙ୍କ ସହପାଠୀଙ୍କ ସହ ଏକ ସାଇକେଲରେ ସୋହେଲା ବସ୍ତିକୁ ଫେରୁଥିଲେ । ବସ୍ତିରୁ ୧ କିଲୋମିଟର ଦୂରରେ ଥିବା ପୁରୁଣା ଚେକଗେଟ ନିକଟରେ ଭାରସାମ୍ୟ…

ମେଲଛାମୁଣ୍ଡା ମହାବିଦ୍ୟାଳୟରେ ଆଇନ ସଚେତନତା ଶିବିର

ମେଲଛାମୁଣ୍ଡା, (ମନୋଜ ଭୋଇ) ବରଗଡ ଜିଲ୍ଳା ମେଲଛାମୁଣ୍ଡାସ୍ଥିତ ଜୁନିଅର ମହାବିଦ୍ୟାଳୟ ପରିସରରେ ତାଲୁକ ଆଇନ ସେବା ସଂସ୍ଥା ସୋହେଲା ଆନୁକୁଲ୍ୟରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନୋଦ ବିହାରୀ ମିଶ୍ରଙ୍କ ସଭାପତୀତ୍ୱରେ ଅନୁଷ୍ଠିତ …

ଧର୍ମପ୍ରାଣା ସମାଜସେବୀ ବୃଦ୍ଧାଙ୍କ ପରଲୋକ

ମେଲଛାମୁଣ୍ଡା(ମନୋଜ ଭୋଇ)- ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଝାଙ୍କରପାଲି ଗ୍ରମାରେ ଶୁକ୍ରବାର ସଂଧ୍ୟାରେ ଗ୍ରାମର ଜଏଲ ବରିହାଙ୍କ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଲକୁ ତାଙ୍କୁ ୬୨ବର୍ଷ ହେଉଥିଲା । ସ୍ୱର୍ଗତ  ବରିହା ଅଂଚଳର ଜଣେ ଧର୍ମପରାୟଣା ନାରୀ ଭାବେ ବେଶ ଜଣାଶୁଣା ଥିଲେ ।…

ଜିଲ୍ଲା ଭାଜପାର ସାଙ୍ଗଠନିକ ନିର୍ବାଚନ କର୍ମଶାଳା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଆଗାମୀ ନିର୍ବାଚନ ସବୁକୁ ଦୃଷ୍ଟି ଆଗରେ ରଖି ଗଜପତି ଜିଲ୍ଲା ଭାଜପା ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା  ଭାଜପା କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ନିର୍ବାଚନ କର୍ମଶାଳା  ଅନୁଷ୍ଠିତ ହୋଇ ଯାଇଛି ।  ଭାଜପା ଜିଲ୍ଲା ସଭାପତି…